ଅରେଞ୍ଜ-ପର୍ପଲ କ୍ୟାପ୍‌କୁ ନେଇ ଏହି ୨ ବୋଲରଙ୍କ ମଧ୍ୟରେ ଲଢେଇ

ଆଇପିଏଲ୍‌ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୫ଟି ମ୍ୟାଚ ପରେ ଟୁର୍ନାମେଣ୍ଟରେ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଅରେଞ୍ଜ୍‌ ଏବଂ ପର୍ପଲ କ୍ୟାପ ପାଇଁ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଟୁର୍ନାମେଣ୍ଟରେ ଟପ-୪ରେ ପହଞ୍ଚିବା ପାଇଁ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ଅଛି। ଅରେଞ୍ଜ୍‌…

ଆଜି ଜାତୀୟ ଡେଙ୍ଗୁ ଦିବସ

ଜାତୀୟ ଡେଙ୍ଗୁ ଦିବସ। ପ୍ରତିବର୍ଷ ଦେଶର ଯେଉଁ କେତୋଟି ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଛି ତହିଁରେ ଓଡ଼ିଶା ରହିଛି। ବିଗତ ୫ବର୍ଷର ଭିତରେ ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ରହିଥିଲା। ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ପାର୍…

ଜଳିଗଲା ୩ ଦୋକାନ, ଛାତି ଥରାଇଲା ସିଲିଣ୍ଡର ବିସ୍ଫୋରଣ

ଆଜି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ଗଦାରେ ପରିଣତ ହୋଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ହେଁ ସୌଭାଗ୍ୟକୁ କେହି ମୃତାହତ ହୋଇନଥିବା…

ବସ୍-ଟ୍ରକ୍ ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର

ଯାଜପୁର ସଦରଥାନା ବରୁହାଁ କବୀରପୁରଠାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ଲାଗି…

ଆଜିର ରାଶିଫଳ

ମେଷ: ଅଫିସ୍‌ରେ ଆପଣଙ୍କୁ ସାବଧାନ ରହିବାକୁ ହେବ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ଭରସା କରନ୍ତୁ ନାହିଁ। କ୍ରିକେଟ୍‌ ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ। ‌‌ ବୃଷ: ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। କୌଣସି ନୂଆ କାମ କରିବାର ସୁଯୋଗ…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ

ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ ପୁଟିନ କହିଛନ୍ତି, ଯେପର୍ଯ୍ୟନ୍ତ ଅନ୍ୟ ଦେଶ ଏହାର ସ୍ବାର୍ଥକୁ ଧ୍ୟାନରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍‌ ସୋ କରିବେ। ମୁଖ୍ୟମନ୍ତ୍ରୀ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ୍‌ ହାଉସ୍‌ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁକେଶ୍ବର ମନ୍ଦିର ଛକ, ମମତାଜ…

କଲବଲ ହେବ ଅଧା ଓଡ଼ିଶା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ସର୍ବାଧିକ ତାପମାତ୍ରା ସ୍ଥିର ରହିବ। ତେବେ ପରବର୍ତ୍ତୀ ୪ ଦିନରେ ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୮ ତାରିଖ ବେଳକୁ ନୂଆପଡ଼ା ତାପମାତ୍ରା ୪୫ ଡିଗ୍ରି…

ଓଡିଶାରେ ଉନ୍ମୋଚିତ ହେଲା ‘ମୋ ବୁଥ୍ ‘ଆପ୍

ଓଡିଶାରେ ଉନ୍ମୋଚିତ ହେଲା ‘ମୋ ବୁଥ୍ ‘ଆପ୍ । ଭୋଟରଙ୍କୁ ସେଚତନ କରିବାକୁ ପାଇଁ ଏହି ଅପକୁ ଉନ୍ମୋଚନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ବିଶେଷ କରି ସହରାଞ୍ଚ ଭୋଟରଙ୍କୁ ସଚେତନ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଆପ୍ ଓ ୱେବସାଇଟ୍ ମାଧ୍ୟମରେ ଭୋଟର…

ପ୍ରଥମ ପର୍ଯ୍ୟାୟରେ ୭୫.୬୮ ପ୍ରତିଶତ ମତଦାନ ,ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ଗତ ନିର୍ବାଚନ ତୁଳନାରେ ବଢିଛି ୨…

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ୭୫.୬୮ ପ୍ରତିଶତ ହୋଇଛି ମତଦାନ । ଗତ ନିର୍ବାଚନ ତୁଳନାରେ ୨ ପ୍ରତିଶତ ଅଧିକ ଭୋଟ ହାର ରହିଛି । ସ୍ୱାଭିମାନ ଅଂଚଳ ଲୋକ ଭୋଟ୍ ଦେବା ପାଇଁ ଅଧିକ ଆଗ୍ରହ ଦେଖାଇଛନ୍ତି । କଳାହାଣ୍ଡିରେ ମୋଟ୍ ଭୋଟ ହାର ୭୭.୯୦ ପ୍ରତିଶତ, ନବରଙ୍ଗପୁରରେ ୮୨.୧୬…