କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରୋଡ-ଶୋ

ସୋରଡାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ କଟକରେ ରୋଡ-ଶୋ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସୋରଡାରୁ ହେଲକପ୍ଟର ଯୋଗେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ସଡକ ପଥରେ କଟକ ଯାଇଛନ୍ତି ଅମିତ ଶାହା ।  କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରୋଡ-ଶୋ ଆରମ୍ଭ କରିଛନ୍ତି…

ବିଜେପି ସରକାର ଆସିଲେ ଖୋଲିବୁ ଶ୍ରୀମନ୍ଦିର ଚାରିଦ୍ୱାର

ଆସ୍କାରୁ ନବୀନ ସରକାର ଉପରେ ବର୍ଷିଲେ ଅମିତ ଶାହା । ସିଧା ସିଧା ରାଜ୍ୟ ସରକାରଙ୍କୁ କଲେ ନିଶାନା । ବୁଧବାର ଆସ୍କାରେ ବିଜେପି ଚାଣକ୍ୟ ଅମିତ ଶାହା ନିର୍ବାଚନୀ ସଭା କରିବା ସହ ପଦ୍ମ ଫୁଲରେ ଭୋଟ୍ ଦେବାକୁ ଅପିଲ କରିଛନ୍ତି । ଶାହା କହିଛନ୍ତି, ପରିକ୍ରମା ପ୍ରକଳ୍ପ ନାଁରେ ଏଠାକାର ସରକାର ମଠ…

ରାହୁଲଙ୍କ ବଡ଼ ଘୋଷଣା

ବଲାଙ୍ଗୀରରେ କଂଗ୍ରେସ କରିଛି ତଗଡା ପ୍ରଚାର। କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି । କିନ୍ତୁ ପ୍ରଥମଥର କୌଣସି ରାଜନୈତିକ ଦଳ…

ବିଜେଡ଼ି ସରକାର ବିଜୁଳି ମାଗଣା ବେଦେ, ଆାପଣ ମାନେ ଖୁସି ତ – ନବୀନ

ରାଉରକେଲାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବଦ ଜଣାଇଲେ ମୁଖ୍ୟମନ୍ତ୍ର । ଏହାସହ ଜନସଭାକୁ ସେମ୍ବାଧୀତ କରି ନବୀନ କହିଛନ୍ତି, ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ  । ବିଜେଡ଼ି ସରକାର ବିଜୁଳି ମାଗଣା ବେଦେ,…

ଝାରସୁଗୁଡାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଓଡ଼ିଶାରେ ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଲେ ରାହୁଲ  ।ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଲେ ରାହୁଲ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ୟାକି ଶ୍ରଫ୍‌

ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ । ତାଙ୍କ ଦମଦାର ଅଭିନୟ ଏବଂ ଡାଏଲଗ୍ ପାଇଁ ଆଜି ବି ସେ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ତାଙ୍କ ବ୍ୟକ୍ତିତ୍ୱ ଏବଂ Publicity Rightର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ…

ଅଧିକ ଲୁଣ ଖାଉଛନ୍ତି କି?

ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ ଖାଇଥାନ୍ତି । ସେମାନଙ୍କ ପକ୍ଷରେ ବିନା ଲୁଣରେ କୌଣସି ଖାଦ୍ୟ ଖାଇବା ଅସମ୍ଭବ ହୋଇଯାଇଥାଏ । ଯଦି ଆପଣ ମାତ୍ରାଧିକ ଲୁଣର ସେବନ କରୁଛନ୍ତି । ତେବେ ଆପଣ…

ଓଡ଼ିଶାରେ ବଢୁଛି ଜଳ ସମସ୍ୟା

ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଓଡିଶା ସରକାରଙ୍କ ପକ୍ଷରୁ ୭୦%ରୁ ଅଧିକ ଘରକୁ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ୨୬ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଛି । ଜଳସମ୍ପଦ ବିଭାଗ ତରଫରୁ ମେ’ ୭ ତାରିଖରେ ରାଜ୍ୟର ସବୁ ଜିଲ୍ଲାରୁ ଏହାର ତଥ୍ୟ…

ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଲେ ମମତା

ରାଜନୀତିରେ ମାଛ ଉପରେ ହୋଇଥିବା ମହାଭାରତ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରୀ କରିସାରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଇଛନ୍ତି । ବିହାରରେ ତେଜସ୍ୱୀ ଓ ମୁକେଶ ସାହାଣୀଙ୍କ ମାଛ ପ୍ରସଙ୍ଗକୁ ଆଗକୁ ବଢାଇ ମମତା…

ଆଇଫୋନ ଉତ୍ପାଦନରେ ୧.୧ ବିଲିୟନ ଡଲାରରେ ପହଞ୍ଚିଲା

ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି । ଏପ୍ରିଲ ମାସରେ ଆଇଫୋନର ରପ୍ତାନୀ ବୃଦ୍ଧି ପାଇ ୧.୧ ବିଲିୟନ ଡଲାର ବା ୯୦ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲ ମାସରେ କୌଣସି ପୂଜା ବା ପର୍ବପର୍ବାଣୀ ବିଶେଷ ହୋଇ ନ ଥିବାରୁ ଫୋନର ବିକ୍ରିର ଚାହିଦା କମିଯାଇଥାଏ । ଏହା ଭିତରେ ଚଳିତ ମାସରେ ମଧ୍ୟ…