ହସ୍ପିଟାଲରେ ଥାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ
ବ୍ରହ୍ମପୁରର ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସୁରକ୍ଷା ଦାବି କରିଛନ୍ତି। ପ୍ରଦୀପ ଲେଖିଛନ୍ତି, ମୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମନେ କରଛି। ତେଣୁ ମତେ ସୁରକ୍ଷା ଯୋଗାଇ ଦିଅନ୍ତୁ।…