ଗରମ ସହ ଗୁଳୁଗୁଳିରେ ଅଧା ଓଡ଼ିଶା ଅସ୍ତବ୍ୟସ୍ତ

କେଉଁଠି ତତଲା ତ ଆଉ କେଉଁଠି କୋହଲା ପାଗ। କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ଲଗାତାର ଗୋଟିଏ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଏଭଳି ପାଗ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କଲାଣି। ହଠାତ୍‌ ଗ୍ରୀଷ୍ମ ପ୍ରବାହ ବଢ଼ିବା ଯୋଗୁଁ ପଶ୍ଚିମ…

ଏକଜିଟ୍ ପୋଲ ରିପୋର୍ଟରେ ଓଡିଶାରେ ପଦ୍ମ ଫୁଟିବ

ସରିଛି ଭୋଟ ଏବେ କିଏ ଗଢ଼ିବ ସରକାର ତାକୁ ନେଇ ଚାଲିଚି ଚର୍ଚା ।  ଏକଜିଟ୍ ପୋଲ ରିପୋର୍ଟରେ  ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି । ତେବେ ଏଗଜିଟ୍ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ…

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଥିବା ନେଇ ଆତଙ୍କ

ଆଜି ମୁମ୍ବାଇ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଥିଲା । କାରଣ ହେଉଛି  ପ୍ୟାରିସ ଚାର୍ଲ୍ସ ଡି ଗଲ୍ ବିମାନବନ୍ଦରରୁ ଆସୁଥିବା ଭିସ୍ତାରା  ବିମାନରେ ହାତ ଲେଖା ବୋମା ଧମକ ନୋଟ ମିଳିବା ପରେ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।  ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି…

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବି.ଏଡ୍‍. ପାଇଁ କରିପାରିବେ ଆବେଦନ

ବି.ଏଡ୍‍.ରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାତୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ଅନୁଷ୍ଠାନ – ଏନ୍‍.ସି.ଇ.ଆର୍‍.ଟି. ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆବେଦନର ସମୟ ସୀମା ମଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା…

ମାନସିକତା ସକାରାତ୍ମକ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖେ ତେବେ ସେ ନିଜକୁ କେତେକ ରୋଗଠାରୁ ଅନେକାଂଶରେ ଦୂରେଇ ରଖିପାରିବେ। ଏହାର ଏକ ସରଳ ଉପାୟ ସମ୍ପର୍କରେ ମଧ୍ୟ ସୂଚିତ କରାଯାଇଛି। ଏ ସମ୍ପର୍କିତ ବିଷୟକୁ ନେଇ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ଗବେଷଣା…

ପୁଣି ବିପଦରେ ଭାଇଜାନ

ଲଗାତାର ବିପଦରେ ବଲିଉଡ ଅଭିନେତା ସଲମାନ ଖାଁ  ଅଛନ୍ତି। ତାଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଏହି ଘଟଣାରେ ନାଭି ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ହେଉଛନ୍ତି…

ଆମେରିକାର ଐତିହାସିକ ବିଜୟୀ

ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ ସପକ୍ଷରେ…

ଓଡ଼ିଶାରେ କିଏ ମାରିବ ବାଜି?

ସରିଛ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଓଡ଼ିଶାକୁ ନେଇ ବିଭିନ୍ନ ଏଜେନ୍ସି ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଇଣ୍ଡିଆ ଟୁଡେ-ଆକ୍ସିସ…

ପାୱାର ପ୍ୟାକ୍‌ଡ ଯୁବା ୫ଜି

ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ନୂତନ ଉତ୍ପାଦ ଯୁବା ୫ଜି (ପାୱାର ପ୍ୟାକ୍‌ଡ ଯୁବା ୫ଜି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଦୁଇଟି ମେମୋରି ଭାରିଆଣ୍ଟରେ ଉନ୍ମୋଚନ ହୋଇଥିବା ଯୁବା ୫ଜିରେ ଅତ୍ୟାଧୁନିକ ଫିଚର ସହ ଉତ୍କୃଷ୍ଟ ବ୍ୟାଟେରି ବ୍ୟାକ୍‌ଅପ୍‌, ଦ୍ରୁତ ଏବଂ…

ବିଶ୍ବ ମହାସାଗର ଦିବସ

ଭାରତ ମହାସାଗରରେ ମାଲେସିଆ ଏୟାର୍‌ଲାଇନ୍‌ସ୍‌ର ବିମାନ ଏମ୍‌ଏଚ୍‌୩୭୦ର ଅନ୍ତର୍ଦ୍ଧାନ ଘଟଣା ହେଉଛି ଇତିହାସର ସବୁଠୁ ବିସ୍ମୟ ଉଦ୍ରେକକାରୀ ଘଟଣା ମଧ୍ୟରୁ ଅନ୍ୟତମ। ୨୦୧୪ ମାର୍ଚ୍ଚ ୮ ତାରିଖ ଦିନ କୁଆଲାଲମ୍ପୁର୍‌ରୁ ୨୩୯ ଯାତ୍ରୀଙ୍କୁ ନେଇ ବେଜିଙ୍ଗ୍‌ ଯାଉଥିବା ଜେଟ୍‌ଟି ଅଚାନକ ରାଡାର୍‌ ପରଦାରୁ…