ଆଫଗାନିସ୍ତାନରେ ଡଙ୍ଗା ଓଲଟିବାରୁ ବଡ଼ ଦୁର୍ଘଟଣା

ଆଫଗାନିସ୍ତାନର ପୂର୍ବ ପ୍ରଦେଶର ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ଓଲଟିବାରୁ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଡଙ୍ଗା ନଦୀରେ ବୁଡ଼ିଗଲା ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।ଅଲଜଜିରା ରିପୋର୍ଟ ଅନୁସାରେ, ନାଙ୍ଗରହାର ପ୍ରଦେଶର ସୂଚନା ବିଭାଗର ମୁଖ୍ୟ କୁରୈଶି ଟ୍ୱିଟରରେ ଏକ…

ଜଳୁଛି ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ଦିନ କଲବଲ କରିବ ଗ୍ରୀଷ୍ମପ୍ରବାହ । ପରେ କମିବ ତାତି । ଆଗାମୀ ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ଗ୍ରୀଷ୍ମଲହରୀ ନେଇ ଆଜି ପଶ୍ଚିମ ଓଡିଶାର ୫ ଜିଲ୍ଲା ବରଗଡ଼,…

ଓଡିଶା ଲୋକସଭା ଆସନକୁ ନେଇ ‘ଇଣ୍ଡିଆଟିଭି’ର ଆକଳନ:ବିଜେଡିକୁ ୪ରୁ୬ ସିଟ ମିଳିବା ନେଇ ପୂର୍ବାନୁମାନ

ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ । ସେହିପରି ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ ହୋଇଥିବାବେଳେ ଇଣ୍ଡିଆ…

ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ

ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ‌ଭୋଟ୍‌ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ…

ଜୁନ୍ ୫ରେ ବିଦାୟୀ ଡିନର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ସନ୍ଧ୍ୟା ୫ଟା ସମୟରେ ଲୋକସଭା ନିର୍ବାଚନ ସମାପନ ହୋଇଯିବ ଓ ଜୁନ୍ ୪ରେ ଫଳାଫଳ ଆସିଯିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଜୁନ୍ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ବିଶିଷ୍ଟ ମନ୍ତ୍ରୀ ପରିଷଦକୁ ବିଦାୟୀ ଡିନର ଦେବେ । ଏହି ଭୋଜିର ଆୟୋଜନ…

ଧ୍ୟାନ ଶେଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଗୁରୁବାର ସଦ୍ଧ୍ୟରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି କାନ୍ୟମୁକରି ଯାଇ ଧ୍ୟାନରେ ବସିଥିଲେ। ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ଘଣ୍ଟା…

ଟ୍ରେଣ୍ଡସ୍‌ର ରଜ ମଉଜ

ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡସ୍‌ର ରଜ ଅଭିଯାନ ୨୦୨୪ ଜୁନ୍‌ ୧ରୁ ୧୯ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ…

ପୁରୀ ବାଣ ବିସ୍ଫୋରଣ ଘଟଣା ; ଆଉ ଜଣେ ମୃତ, ମୃତ୍ୟୁ ସଂଖ୍ୟା ୮

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ମେଡିକାଲରେ ୨୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହି ଚିକିତ୍ସିତ…

ଏକଜିଟ ପୋଲରୁ ଦୁରେଇ ରହିବ କଂଗ୍ରେସ- ଅମିତ ଶାହା

ଲୋକସଭା ନିର୍ବାଚନ ପରେ ଏକଜିଟ ପୋଲକୁ କଂଗ୍ରେସ ହାରିବା ଭୟରେ ଦୁରେଇ ରଖିଛି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଅମିତ ଶାହା । କଂଗ୍ରେସ ହାରିବା ଭୟରେ ଏଭଳି କରୁଥିବା ସେ କହିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଦୀର୍ଘଦିନ ଧରି ହାରିବା ଭୟକୁ ଅସ୍ୱିକାର କରିଛି । ନିବାଚନରେ ସେମାନେ…

ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ମତଦାନ

ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ । ଦିନ ୩ଟା ସୁଦ୍ଧା ରାଜ୍ୟରେ ହୋଇଛି ୪୯.୭୭ ପ୍ରତିଶତ ମତଦାନ । କିଛି ସ୍ଥାନରେ ସୁରୁଖୁରରେ ମତଦାନ ଚାଲିଥିଲା ବେଳେ ଅନ୍ୟକିଛି ସ୍ଥାନରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%,…