ବ୍ରୋକଲି ଖାଇବା ଦ୍ୱାରା କଣ ଲାଭ ହୋଇଥାଏ 

ସବୁଜ ରଙ୍ଗର କୋବି ବା ବ୍ରୋକଲି ପରିବାଟି ଅନ୍ୟ ପରିବା ଠାରୁ ଟିକେ ଅଲଗା । ଏହାକୁ ସାଲାଡ, ସୁପ ଓ ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡରେ ବ୍ୟବହାର କରାଯାଇଥାଏ । ଆପଣମାନେ ଯଦି ଏହାକୁ ଖାଆନ୍ତି ନାହିଁ । ତେବେ ନିହାତି ଭାବରେ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ । ମଧୁମେୟ ରୋଗୀଙ୍କ ଲାଗି ଏହାକୁ…

ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମାସ୍ କମ୍ୟୁନିକେଶନ୍ ଇନ୍‌ଟର୍ଣ୍ଣସିପ୍ ପ୍ରୋଗ୍ରାମ ଘୋଷଣା

ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ (ଡିଓଡବ୍ଲ୍ୟୁଆର୍‌, ଆର୍‌ଡି, ଜିଆର୍‌) ବିଭାଗ ପକ୍ଷରୁ ଗଣ ଯୋଗାଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ କିମ୍ବା ଭାରତରେ ଗଣ ଯୋଗାଯୋଗ କ୍ଷେତ୍ରରେ…

ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ପ୍ରତିଶତ ମତଦାନ

ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୩୧.୯୨ ପ୍ରତିଶତ ମତଦାନ…

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ

ଭୋଟ୍ ଦେଉଛି ଓଡିଶା । ଶେଷ ପର୍ଯ୍ୟାୟରେ ଆଜି ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ତେବେ ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍ ପଡିଛି । ବାଲେଶ୍ୱର ଜିଲ୍ଲାରେ ୭.୭୭ ପ୍ରତିଶତ ଭୋଟ୍ ପଡିଥିବାବେଳେ,…

ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ପରସ୍ପରପ୍ରତି ସମ୍ମାନ, ବିନା ଦ୍ୱେଶ, କ୍ରୋଧରେ ଦୁହେଁ ଅଲଗା ହୋଇଛନ୍ତି। ଏବେ ସେମାନେ ନିଜ ନିଜ ଜୀବନ ଉପରେ ଧ୍ୟାନ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।୨୦୧୮ରୁ ଅର୍ଜୁନଙ୍କୁ ଡେଟ୍‌ କରି ଆସୁଥିଲେ…

ଶେୟାର ବଜାରରେ ହାହାକାର

 କ୍ରମାଗତ ୫ଦିନ ଶେୟାର ବଜାରରେ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍‌ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୨୦ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ…

ଅଷ୍ଟ୍ରେଲିଆକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୯ଜଣିଆ ଅଷ୍ଟ୍ରେଲିଆ ଦଳକୁ ୩୫ ରନ୍‌ରେ ପରାସ୍ତ କରିଛି। ନାମ୍ବିୟା ବିପକ୍ଷ ମ୍ୟାଚ ଭଳି ଅଷ୍ଟ୍ରେଲିଆ ୯ଜଣ ଖେଳାଳିଙ୍କୁ ନେଇ ଏହି ମ୍ୟାଚ…

ବିଶାଳ ଗୋଇନ୍ଦା ସୈନ୍ୟ ଗଠନ କରିଦେଲା ଚାଇନା

ବାଣିଜ୍ୟ କ୍ଷେତରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଚାଇନା ଆତ୍ମନିର୍ଭର ହେବା ସହିତ ଆମେରିକା ପରି ମହାଶକ୍ତିକୁ ଟକ୍କର ଦେଉଛି। ଏହାରି ମଧ୍ୟରେ ଚାଇନାର ବିଶାଳ ଗୁଇନ୍ଦା ଶକ୍ତି ଦେଖି ବ୍ରିଟେନ ଚିନ୍ତା ପ୍ରକାଶ କରିଛି।ତେବେ ଚାଇନାର ଗୁଇନ୍ଦାଗିରି କଥା କାହାକୁ ଅଛପା ନାହିଁ, ତେଣୁ ତଥ୍ୟ…

ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣାକର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍‌ଓ୍ବେଭ ସ୍ଥିତି ଜାରିରହିଛି। ଏହାଫଳରେ ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ପାରକରୁଛି। ଏପରି ସ୍ଥିତିରେ ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଅନୁପ କୁମାର…

ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ଜାରି

ରାଜ୍ୟରେ ବହୁ ପ୍ରତୀକ୍ଷିତ ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ ବିଧାନସଭା ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର…