ମାନିଲା ପାକିସ୍ତାନ: ପିଓକେ ପାକ୍‌ର ନୁହେଁ

ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଏକ ବିଦେଶୀ ଅଞ୍ଚଳ ଏବଂ ଏହା ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟରେ ସ୍ୱୀକାର କରିଛନ୍ତି। କାଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହଙ୍କୁ ମେ ୧୫ ତାରିଖରେ ରାୱଲପିଣ୍ଡିସ୍ଥିତ ତାଙ୍କ ଘରୁ…

ନିର୍ବାଚନ ଫଳାଫଳ ଘୋଷଣାକୁ ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି

ନିର୍ବାଚନ ଫଳାଫଳ ଘୋଷଣା ପରବର୍ତ୍ତୀ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି । ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା…

ଆଜିର ରାଶିଫଳ

ମେଷ: ଆପଣଙ୍କ ଭିତରେ ପ୍ରଚୁର ଆତ୍ମବିଶ୍ବାସ ରହିବ। ଉନ୍ନତିର ସୁଯୋଗ ପାଇବେ। ପାରିବାରିକ ସ୍ତରରେ ଖୁସି ବଢ଼ିବ। ସନ୍ତାନର ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି। ପ୍ରେମ ସଂପର୍କ ନିବିଡ଼ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ। ନୂଆ…

ରାଜଧାନୀ ରାସ୍ତାରେ ସ୍ପାଇକ୍‌ ବ୍ୟାରିଅର୍‌ ଲାଗିବ

ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ ଛକରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌। ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍‌ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ବ୍ଲକିଂ ଚେକିଂ ବେଳେ ପୁଲିସ ଆଗରୁ ଚମ୍ପଟ ମାରୁଥିବା…

ଥରିଲା ଜାପାନ

ଜାପାନର ଇଶିକାୱାରେ ସୋମବାର ସକାଳେ ୫.୯ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁଯାୟୀ ସୋମବାର ସକାଳ ୬ଟା ୩୧ ରେ ଏହି ଭୂକମ୍ପ ଘଟିଛି। ରିପୋର୍ଟ ହୋଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦…

ଆଜିଠାରୁ ୨ ଟଙ୍କା ବଢ଼ିଲା ଅମୁଲ କ୍ଷୀର ମୂଲ୍ୟ

କ୍ଷୀରର ଉତ୍ପାଦନ ତଥା ଉତ୍ପାଦନର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରରେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) କହିଛି ଯେ ସୋମବାର ଠାରୁ ଲାଗୁ ହେବ।ଏହା ସହିତ ଅମୁଲ କ୍ଷୀର…

ରବୀନାଙ୍କର ଯୁକ୍ତିତର୍କ 

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି  ଭିଡିଓରେ ରବୀନା ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘଟିଛି।ଭିଡିଓରେ ଦେଖିବାକୁ ମିଳିଛି, କିଛି ଲୋକଙ୍କ ସହ ରବୀନାଙ୍କର ଯୁକ୍ତିତର୍କ ହେଉଛି। ଏହା ପରେ ରବୀନା…

ଯୁବରାଜଙ୍କ ଭବିଷ୍ୟବାଣୀ

ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଦଳକୁ ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଏବଂ ଜୁନ ୧୫ରେ କାନାଡା ସହିତ ମୁହାଁମୁହିଁ ହେବାକୁ ପଡିବ। ତେବେ ବିଶ୍ୱକପ ଜିତିବା ଯାତ୍ରା ଟିମ ଇଣ୍ଡିଆ…

ପଞ୍ଜାବରେ ବାହାନଗା ଭଳି ରେଳ ଦୁର୍ଘଟଣା

ଦ୍ବିତୀୟ ବର୍ଷ ପାଇଁ ଜୁନ୍‌ ୨ ତାରିଖ ଅଶୁଭ ସାବ୍ୟସ୍ତ ହୋଇଛି। ୨୦୨୩ ଜୁନ ୨ରେ ବାଲେଶ୍ବରର ବାହାନଗା ବଜାର ଷ୍ଟେସନ‌ରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଆଜି ବର୍ଷେ ପୂରଣ ହୋଇଥିବା ବେଳେ ସମାନ ଢଙ୍ଗରେ ଆଜି ଆଉ ଏକ ରେଳ ଦୁର୍ଘଟଣା ପଞ୍ଜାବରେ ହୋଇଛି। ତେବେ ଆଶ୍ବାସନାର ବିଷୟ ହେଲା ଏହି…

ଚାଇନା ନାଁରେ ଅଭିଯୋଗ ଆଣିଲେ ଜେଲେନସ୍କି

ସିଙ୍ଗାପୁରରେ ଏସିଆର ପ୍ରମୁଖ ସୁରକ୍ଷା ସମ୍ମିଳନୀ ଶାଙ୍ଗ୍ରି ଲା ଡାଏଲଗ ଅନୁଷ୍ଠିତ ହେଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି, ରୁଷିଆକୁ ଚାଇନାର ସମର୍ଥନ ୟୁକ୍ରେନରେ ଯୁଦ୍ଧକୁ ବଢାଇପାରେ। ଶାନ୍ତି…