ଲୋକସଭାରେ ଶପଥନେଲେ ୧୮ ଓଡ଼ିଆ ସାଂସଦ
ଲୋକସଭାରେ ପ୍ରଥମଥର ପାଇଁ ଓଡ଼ିଶାର ସାଂସଦମାନେ ଶପଥ ଗ୍ରହଣ କରିବା ସମୟରେ ‘ଜୟ ଜଗନ୍ନାଥ’ ଧ୍ବନିରେ କମ୍ପିଥିଲା। ଆଜି ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି, ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଢେଙ୍କାନାଳ…