ଧନ୍‌କର-ଖାର୍ଗେ ମୁହାଁମୁହିଁ

ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍‌ଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଏପରିକି ଧନ୍‌କର କ୍ଷୁବ୍ଧ ହୋଇ ଖାର୍ଗେଙ୍କ ସ୍ଥାନରେ କଂଗ୍ରେସ ନେତା ଜୟରାମ ରମେଶ ବିରୋଧୀ ଦଳ ନେତା ହେବା…

ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆମେରିକାର ବିବୃତ୍ତି ପୁଣି ଥରେ ସାମ୍ନାକୁ ଆସିଛି। ଆତଙ୍କବାଦକୁ ନେଇ ଆମେରିକା ମଧ୍ୟ ଏକ ବଡ଼ କଥା…

୫ରେ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ

ଆସନ୍ତା ଜୁଲାଇ ୮ ତାରିଖରୁ ରତ୍ନଭଣ୍ଡାର ଖୋଲିବା ସହିତ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୨୦ ଦିନ ଧରି ଏହି ଗଣତି ଓ ମଣତି ପ୍ରକ୍ରିୟା ଚାଲିବ। ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅରିଜିତ ପଶାୟତ ପୁରୀ…

ପ୍ରବଳ ବରଷିବ

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବୁଧବାର ସକାଳ ସୁଦ୍ଧା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁରରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୬ ତାରିଖ ବେଳକୁ ବର୍ଷା ପରିମାଣ…

ସତସଙ୍ଗ କେନ୍ଦ୍ରରେ ଦଳା ଚକଟା , ମୃତ୍ୟୁ ସଂଖ୍ୟା ଶହେ ଟପିଲା

ୟୁପି ହାଥରସରେ ବଡ଼ ଅଘଟଣ। ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ…

କାହା ଅଭିଶାପରେ ଶ୍ରୀଜଗନ୍ନାଥ ରହିଛନ୍ତି ଅଧାଗଢା?

ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି ? କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି କିମ୍ବା କାନ? ଶାସ୍ତ୍ର କୁହେ ଯେ, ଭଗବାନଙ୍କୁ…

କୋଲେଷ୍ଟରଲ କମାଇବାରେ ସହାୟକ କରେ ଗୁଜୁରାତି

ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ। ଏଥିସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ… କୋଲେଷ୍ଟରଲ : ଗୁଜୁରାତି ଖାଲି ମସଲା…

ଧର୍ମେନ୍ଦ୍ରଙ୍କ ଘରକୁ ଘେରାଉ କଲେ ଛାତ୍ର

ନିଟ ଅନିୟମିତତା ନେଇ ଜାତୀୟ ରାଜନୀତିରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାରି ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୀକ୍ଷା ତ୍ରୁଟି ନେଇ ସମାଲୋଚନା କରାଯାଉଛି। ତେବେ ମଙ୍ଗଳବାର ଛାତ୍ର କଂଗ୍ରେସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ବାସଭବନକୁ ଘେରାଉ କରିଛି।ଛାତ୍ର…

ଛତିଶଗଡ଼ରେ ସୁରକ୍ଷାବାହିନୀର ଏନକାଉଣ୍ଟର

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଯୋରଦାର ଅପରେସନ । ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ 

ରାଜ୍ୟବାସୀଙ୍କୁ ମୋହନ ସରକାରଙ୍କ ଉପହାର ଭେଟି

ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ରାଜ୍ୟବାସୀଙ୍କୁ ମୋହନ ସରକାର ଆଉ ଏକ ଉପହାର ଭେଟି ଦେଇଛନ୍ତି । ଏହା ୩ ହଜାର ଟଙ୍କାକୁ ବଢିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।ଖବର ଅନୁସାରେ, ନିର୍ବାଚନ ପୂୂର୍ବରୁ ରାଜ୍ୟରେ ବିଜେପି ସରକାର ଗଠନ କଲେ…