ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟରରେ ତାଲା

ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନର ଲାଇବ୍ରେରୀରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ବେଆଇନ ଭାବେ ଚାଲୁଥିବା କୋଚିଂ ପ୍ରତିଷ୍ଠାନ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିହାରର ପାଟନାରେ କୋଚିଂ ପ୍ରତିଷ୍ଠାନ ଉପରେ ଏସ୍‌ଡିଓ ଟିମ ଚଢାଉ…

ଆୟକର ବ୍ୟବସ୍ଥା ରହିବା ଉଚିତ

ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ କରୁଥିବା ୭୦ ପ୍ରତିଶତ ଟିକସଦାତା ନୂତନ…

ଚର୍ଚ୍ଚାରେ କ୍ରିତି ସାନନ୍‌

ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ନିଜ ଦମ୍‌ଦାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ସର୍ବଦା ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା କ୍ରିତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କ୍ରିତିଙ୍କର କେତେକ…

କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ ଆଲୋଭେରା

କେବଳ ବୃଦ୍ଧ ଲୋକ ନୁହଁନ୍ତି ବରଂ ବର୍ତ୍ତମାନ ଯୁବକମାନେ ମଧ୍ୟ ହାର୍ଟରୋଗର ଶିକାର ହେଉଛନ୍ତି । ତେବେ ହାର୍ଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ ବୃଦ୍ଧି ହେବା । ଏପରି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ନିଜ ଲାଇଫ୍‌…

ବିଧାନସଭା ସୁରୁଖୁରୁରେ ଅଷ୍ଟମ ଦିନରେ ଚାଲିଛି ପ୍ରଶ୍ନକାଳ

ଅଷ୍ଟମ ଦିନରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରୁଛନ୍ତି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକ । ପ୍ରଶ୍ନକାଳରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି ବିପକ୍ଷ । ଏହାବାଦ ନିଜେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂଦେଓ ଉତ୍ତର ରଖିଛନ୍ତି । କୃଷି ଓ କୃଷକ…

ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଆଇଟି ମ୍ୟାନେଜର ପଦ ପୂରଣ ହେବ । ଏଥିପାଇଁ ପ୍ରାର୍ଥୀଙ୍କୁ ମାସିକ ୪୪ ବେତନ ପ୍ରଦାନ ପ୍ରଦାନ କରାଯିବ । ଏଥିସହିତ ପ୍ରାର୍ଥୀଙ୍କୁ ପି.ଆଇ ସୁବିଧା ମଧ୍ୟ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ ଭାବେ ଏହି ନିଯୁକ୍ତି…

ରେଭେନ୍ସାର ପ୍ରାକ୍ତନ ଅଧ୍ୟକ୍ଷଙ୍କ ପରଲୋକ

ରେଭେନ୍ସା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ଚରଣ ସାହୁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଓ ଫକିରମୋହନ ମହାବିଦ୍ୟଳୟର ପୂର୍ବତନ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ନେତାଜୀ ସୁଭାଷ…

ଭୟାନକ ଭୂସ୍ଖଳନ

ଆଜି କେରଳର ୱାୟନାଡ଼ରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ବଡ଼ି ଭୋରରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୨୨ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନୌସେନା,…

ଇରାନରେ ଇସମାଇଲ ହନିୟେଙ୍କୁ ହତ୍ୟା

ଆଜି ସକାଳେ ତେହେରାନରେ ତାଙ୍କ ବାସଭବନକୁ ଟାର୍ଗେଟ କରାଯିବା ପରେ  ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି ବୋଲି ଇରାନର ଇସଲାମିକ ରିଭୋଲ୍ୟୁସନାନୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତିରେ କହିଛି। ଏହି ବିବୃତି ରେଉଟର୍ସରେ ପୋଷ୍ଟ୍‌ ହୋଇଥିବା ଦେଖିବାକୁ ମିଳିଛି।…

ପ୍ୟାରିସ୍‌ ଅଲିମ୍ପିକ୍ସ: କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ହକି ଦଳ

ଭାରତୀୟ ହକି ଦଳ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଭାରତ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ମଙ୍ଗଳବାର ଆୟର୍ଲାଣ୍ଡକୁ ୨-୦ ଗୋଲ୍‌ରେ ହରାଇବା ଏବଂ ଏହି ଗ୍ରୁପ୍‌ରେ ଆର୍ଜେଣ୍ଟିନାଠାରୁ ନ୍ୟୁଜିଲାଣ୍ଡ ହାରିବା ହର୍ମନପ୍ରୀତ ସିଂହଙ୍କ ଦଳର କ୍ବାର୍ଟରଫାଇନାଲ୍‌…