ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍

ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଛି। ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ବର୍ତ୍ତମାନ ଡ୍ୟାମ୍ ମଧ୍ୟକୁ ପ୍ରବେଶ…

ଆଜିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ

ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବା ବେଳେ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମଙ୍ଗଳବାର ଏହି ସୂଚନା ଦେଇଛି ।ଓଡ଼ିଶାର ଅନେକ ସ୍ଥାନରେ ବର୍ତ୍ତମାନ ବର୍ଷା ହେଉଛି ଏବଂ ଏହା ଅଗଷ୍ଟ ୪ ପର୍ୟ୍ୟନ୍ତ ଜାରି…

ଆଜିର ରାଶିଫଳ

ମେଷ: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରାଇବ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ପ୍ରିୟ ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ।- ବୃଷ: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ବ୍ୟବସାୟକୁ ଅନ୍ୟ କୌଣସି ଜିଲ୍ଲାରେ ବିସ୍ତାର…

ପୁଣି ମାଇକ୍ରୋସଫ୍ଟରେ ତ୍ରୁଟି

ପୁଣି ଥରେ ମାଇକ୍ରୋସଫ୍ଟର ଅଫିସ ଓ କ୍ଲାଉଡ୍ ସେବାରେ ତ୍ରୁଟି ଦେଖାଦେଇଛି । ଏହା ଫଳରେ ସାରା ବିଶ୍ବର ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସୂଚନା ଅନୁସାରେ ମାଇକ୍ରୋସଫ୍ଟର ଆଜ୍ୟୋର ଓ ୩୬୫ ସେବାରେ ତ୍ରୁଟି ଦେଖାଦେଇଛି । ଏ ନେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ତ୍ରୁଟି…

 ପ୍ୟାରିସ ଅଲିମ୍ପିକ୍ସ : ପଦକ ତାଲିକାରେ ଭାରତ ୨୬ ତମ ସ୍ଥାନରେ

ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ ଗୋଟିଏ ପଦକ ଜିତିଛି ଏବଂ ପଦକ ତାଲିକାରେ…

ଥକାପଣ ଦୂର କରେ କିସମିସ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଯୁବ ଗୋଷ୍ଠୀ ବହୁ କାମ ଚାପରେ ରହୁଛନ୍ତି। ସେଥିପାଇଁ ସେମାନେ ଖୁବ୍‌ ଶୀଘ୍ର ଥକାପଣ ଅନୁଭବ କରୁଥିବା ବେଳେ ସେମାନଙ୍କ ଶରୀରରୁ ଏନର୍ଜୀ ବି କମି ଯାଇଥାଏ।କିନ୍ତୁ ଦୀର୍ଘ ସମୟ ଧରି ଏପରି ସମସ୍ୟା ଲାଗି ରହିଲେ ଆପଣ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ…

ଓଡିଶାରେ ବଢୁୁଛି ବେକାରୀ ସମସ୍ୟା, ଚାକିରି ଅପେକ୍ଷାରେ ୧୦ ଲକ୍ଷ ଆଶାୟୀ

ଆଜି ବିଧାନସଭାର ସପ୍ତମ ଦିନରେ ଶ୍ରମ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ରାଜ୍ୟରେ ଶ୍ରମ ଓ କର୍ମଚାରୀଙ୍କ (EmploymentExchange) ରେ ନାଁ ପଞ୍ଜିକରଣ କରି କୋତେ ଯୁବକ ଯୁବତୀ ଚାକିରି ଆପେକ୍ଷାରେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଉତ୍ତରରେ ଶ୍ରମ…

ନିଜ ନାମରେ ସ୍ବାମୀଙ୍କ ନାମ ଲଗାଇବାରୁ ଚିଡ଼ିଗଲେ ଜୟା

ଗତକାଲି ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ ତାଙ୍କ ସ୍ୱାମୀଙ୍କ ନାମ ବ୍ୟବହାର କରି ତାଙ୍କୁ ସମ୍ବୋଧିତ କରିବା ପରେ ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଦୃଢ଼ ଆପତ୍ତି ଉଠାଇଥିଲେ। ହରିବଂଶ ନାରାୟଣ ତାଙ୍କୁ ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ବୋଲି ସମ୍ବୋଧନ…

ଭାରତଠୁ ଚୀନ୍ ଅର୍ଥନୀତି ୬ ଗୁଣା ବଡ଼

ଭାରତ ଏକ ମହାଶକ୍ତି ଓ ବିଶ୍ବର କାରଖାନାରେ ପରିଣତ ହେବାକୁ ଚାହୁଥିବା ନେଇ ଅନେକ ପ୍ରଚାର କରାଯାଉଥିବା ବେଳେ ଇନ୍‌ଫୋସିସ୍‌ର ସହ-ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତି ବାସ୍ତବ ସତ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ସହ ନିଜକୁ ତୁଳନା କରିବା ପୂର୍ବରୁ ଅନେକ କଥା…

ପାକିସ୍ତାନ ମୁଖ୍ୟ ବିଚାରପତିଙ୍କୁ ହତ୍ୟା ଧମକ

ପାକିସ୍ତାନର ପ୍ରଧାନ ବିଚାରପତିଙ୍କ ବିରୋଧରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ତେହେରିକ-ଏ-ଲାବବୈକ (ଟିଏଲପି) ର ଜଣେ ବରିଷ୍ଠ ମୌଲାନାଙ୍କୁ ପୋଲିସ ଗିରଫ କରିଛି। କୁହାଯାଉଛି ଯେ ଟିଏଲପିର ମୌଲାନା ଡେପୁଟି ଆମୀର ପିର ଜହିରୁଲ ହାସନ ଶାହା ପାକିସ୍ତାନ ସେନାର ନିକଟତର। ଏହି ମୌଲାନା ଲାହୋର…