ସଞ୍ଜୟ ଜୟସ୍ୱାଲଙ୍କୁ ମିଳିଲା ଲୋକସଭାର ମୁଖ୍ୟ ସଚେତକ ନିଯୁକ୍ତ

ବିଜେପି ମୁଖ୍ୟ ସଚେତକ ଓ ସଚେତକ ଭାବେ କିଛି ସାଂସଦଙ୍କୁ ନିଯୁକ୍ତି ଦେଇଛି । ବିହାରର ଚମ୍ପାରଣ ଲୋକସଭା ଆସନର ସାଂସଦ ଡା. ସଞ୍ଜୟ ଜୟସ୍ୱାଲଙ୍କୁ ବିଜେପି ଲୋକସଭାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛି । ଏଥିସହିତ ଦଳ ତରଫରୁ ୧୬ ଜଣ ସାଂସଦଙ୍କୁ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପି…

ବାହାରିଲା ରେଳବାଇ ଚାକିରୀ

ରେଳ ନିଯୁକ୍ତି ବୋର୍ଡରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।ଜୁନିୟର୍…

ପତଞ୍ଜଳି ଉପରେ ୪ କୋଟି ଟଙ୍କାର ଜରିମାନା

ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ବମ୍ବେ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି । ବମ୍ବେ ହାଇକୋର୍ଟ ଅଗଷ୍ଟ ୨୦୨୩ରେ ପତଞ୍ଜଳି ଆୟୁର୍ବେଦକୁ କର୍ପୁର ଉତ୍ପାଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ । ପତଞ୍ଜଳିର କର୍ପୁର ଉତ୍ପାଦ ଏହାର ଟ୍ରେଡ୍ ମାର୍କ ଉଲ୍ଲଂଘନ…

ଆଜି ବିଧାନସଭା ସପ୍ତମ ଦିନ

ଆଜି ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ। ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ପ୍ରଶ୍ନକାଳ ରହିଛି। ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ…

ଭୋଜନର ମହତ୍ତ୍ୱ !

ଭୋଜନ ହିଁ ଜୀବନର ଆଧାର । ତେଣୁ ଶାସ୍ତ୍ରରେ ମଧ୍ୟ ଭୋଜନର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏହାସହ ଭୋଜନ ସହ ଜଡିତ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି ।ମାତ୍ର ଆପଣ ଜାଣନ୍ତି କି ଭୋଜନକୁ ନେଇ ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ ମଧ୍ୟ ମିଳିଥାଏ । ଅନେକ ସମୟରେ ଦେଖିଥିବେ ଖାଦ୍ୟରୁ…

ଶେୟାର ବଜାର ବୃଦ୍ଧି

୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ସେନସେକ୍ସ ୨୩ (୨୩.୧୨) ପଏଣ୍ଟ ବଢି…

ଆସିବ ରିଚାର୍ଜ ଭାଉଚର୍‌

ଟେଲିକମ୍ କମ୍ପାନିଗୁଡ଼ିକ ପୂର୍ବଭଳି ସ୍ବତନ୍ତ୍ର ଭାବେ କେବଳ ଭଏସ୍‌ କଲ୍ ଓ କେବଳ ଏସ୍‌ଏମ୍ଏସ୍‌ ପାଇଁ ପ୍ୟାକ୍‌ ଆଣିବେ। ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଅପରେଟରମାନଙ୍କୁ ପ୍ରସ୍ତାବ ଦେଇଛି। ଟ୍ରାଇ ଏକ ପରାମର୍ଶ ପେପର୍‌ ଜାରି କରି…

ସଞ୍ଜୟଙ୍କ ନୂଆ ଲୁକ୍‌

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କେଡି ଦି ଡେଭିଲ୍‌’ରେ ନିଜ ପ୍ରଥମ ଲୁକ୍‌ର ଝଲକ୍‌କୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି। ‘କେଡି ଦି ଡେଭିଲ୍‌’ରେ ସେ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ…

କେରଳରରେ ଭୂସ୍ଖଳନ 

କେରଳର ପ୍ରବଳ ବର୍ଷା ପରେ ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି,ଉଦ୍ଧାର କାର୍ଯ୍ୟଜାରି ରହିଛିି। କୁହାଯାଉଛି ଯେ ଭୂସ୍ଖଳନରେ ଦୁଇ ଜଣ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି।ରାଜ୍ୟ ବିପର୍ଯ୍ୟୟ ପରିଚାଳନା…

କମ୍ପ୍ୟୁଟର ସ୍କିଲ ଟେଷ୍ଟ ପରୀକ୍ଷା

ସିଜିଏଲଆରଇ-୨୦୨୩ର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅଗଷ୍ଟ ୧୨ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବ । ଜୁଲାଇ ୧୧ ତାରିଖରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଦେବା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୋଟିଏ ଘଣ୍ଟାରେ ୫୦ ମାର୍କର ପରୀକ୍ଷା ଦେବେ…