ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଯେତେ ଶୀଘ୍ର ନିଷ୍ପତ୍ତି ନିଆଯିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ…

ବିଧାନସଭାରେ ରୋଚକ ପ୍ରଶ୍ନ; ମଦ୍ୟପଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି?

ବିଧାନସଭାରେ ବିଧାୟକଙ୍କ ରୋଚକ ପ୍ରଶ୍ନ। ସରକାର ମଦୁଆଙ୍କ ସ୍ବାସ୍ଥ୍ୟବୀମା ପାଇଁ ବ୍ୟବସ୍ଥା କରିବେ କି? ବିଧାନସଭାରେ ଏପରି ପ୍ରଶ୍ନ ପଚାରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଶନିବାର ଗୃହରେ ବିଜେଡି ବିଧାୟକ ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ…

ଅପପୃଷ୍ଟି ରୋକିବ ସରକାର

୨୦୨୪-୨୫ ଆର୍ଥିକ ବର୍ଷରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଅପପୃଷ୍ଟି ରୋକିବାକୁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା’, ବିଧାନସଭାରେ ଲିଖିତ ଉତ୍ତର ରଖି କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି…

 ମୁଁ ବଦନାମ ଅଭିନେତ୍ରୀ

ଅନେକ ବ୍ଲକବଷ୍ଟର ଫିଲ୍ମ କରିବା ସହ, ଅଫସ୍କ୍ରିନରେ ସେ ନିଜ ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚାରେ ରହିଥାଆନ୍ତି। ସେ ସର୍ବଦା ସଚ୍ଚୋଟର ସହ ନିଜ ମତ ରଖିଥାଆନ୍ତି। ରେଖାଙ୍କ ବାୟୋଗ୍ରାଫିରେ ସେ ନିଜ ଭିତର କଷ୍ଟକୁ ଦର୍ଶାଇଥିଲେ। ସେ ନିଜକୁ ‘ବଦନାମ’ କହିଥିଲେ।ରେଖା ନିଜ ବାୟୋଗ୍ରାଫିରେ ନିଜର ଆଫେୟାର୍ସ…

ଇନଫିନିକ୍ସ ନିଜର ଲଞ୍ଚ କଲା 5G ସ୍ମାର୍ଟଫୋନ

ଇନଫିନିକ୍ସ ନିଜର ଏକ ନୂଆ 5G ସ୍ମାର୍ଟଫୋନ ଲଞ୍ଚ କରିଛନ୍ତି। ଇନଫିନିକ୍ସ ନିଜର ଲାଟେଷ୍ଟ ଫୋନ ଜିରୋ 40 5Gକୁ ଲଞ୍ଚ କରିଛି। ଏହା ବର୍ତ୍ତମାନ ମାଲେସିଆରେ ଲଞ୍ଚ କରାଯାଇଛି। ଏହି ଫୋନରେ କମ୍ପାନୀ ୧୨ଜିବି ରାମ ସହ ୧୦୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ମଦ୍ୟ ପ୍ରଦାନ କରିଛି। ସେହିପରି ଏହି…

ଯାଞ୍ଚ କରନ୍ତୁ ଡାଇବେଟିସ

ଯେତେବେଳେ ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢିଯାଏ, ଏବଂ ଇନସୁଲିନ ହ୍ରାସ ପାଇଥାଏ, ସେତେବେଳେ ଡାଇବେଟିସ ଭଳି ରୋଗ ହୋଇଥାଏ। ଡାଇବେଟିସକୁ ଭୟଙ୍କର ବୋଲି କୁହାଯାଏ, କାରଣ ଏହା ଧିରେ ଧିରେ ଅନ୍ୟ ଅଙ୍ଗକୁ ମଧ୍ୟ ଖରାପ କରିଥାଏ। ବର୍ତ୍ତମାନ ଛୋଟ ପିଲାଙ୍କୁ ମଧ୍ୟ ଡାଇବେଟିସ ହେଉଛି। ଯାହାକି ଟାଇପ୧…

ଲିଖିତ ପରୀକ୍ଷାର ରେଜଲ୍ଟ ଘୋଷଣା

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଗତ ଜାନୁଆରୀ ମାସ ୨୧ ଓ ୨୮ ତାରିଖରେ ଏନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୬୨ ଜଣ ପ୍ରାର୍ଥୀ ସମ୍ଭାବ୍ୟ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରେ ୨୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ରାଜ୍ୟ…

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତ ଜିତିଛି ଚତୁର୍ଥ ପଦକ 

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ୟାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ରେ ସମାପ୍ତ ହେବ । ମୋଟ ୧୬୯ଟି ରାଷ୍ଟ୍ରର ୪,୪୦୦ ଜଣ କ୍ରୀଡ଼ାବିତ୍ ଏହି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ନିଜର ଦକ୍ଷତା…

ସୁଲଭ ମୂଲ୍ୟରେ ୱାଇ-ଫାଇ ସେବା

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍‌ (ଏୟାରଟେଲ୍‌)ର ସେବା ସମ୍ପ୍ରସାରଣ ସହ ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ବ୍ରାଣ୍ଡ୍‌ର ହୋମ୍‌ ୱାଇ-ଫାଇ ସେବାକୁ ବିସ୍ତାର କରିଛି। ଏପରିକି ଏହି ସମ୍ପ୍ରସାରଣ ଦ୍ୱାରା ରାଜ୍ୟରେ ଅତିରିକ୍ତ ୧ନିୟୁତ ନୂଆ ପରିବାର ସାମିଲ…

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରଗରମ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବେଶ ସରଗରମ  ରହିଛି । ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ – ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ରାଲିରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଶୁକ୍ରବାର ପେନସିଲଭାନିଆରେ ଏକ ରାଲି କରିଥିଲେ, ଯେଉଁଠାରେ…