ଜେଡିୟୁ ମୁଖପାତ୍ର ପଦରୁ କେସି ତ୍ୟାଗିଙ୍କ ଇସ୍ତଫା
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ(ଜନତା ଦଳ ୟୁନାଇଟେଡ୍)ର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ କେସି ତ୍ୟାଗି। ଏହାପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂଆ ମୁଖପାତ୍ର ନିଯୁକ୍ତ କରାଯାଇଛି। ସୂଚନା ଅନୁସାରେ, ଇସ୍ରାଏଲ-ପାଲେଷ୍ଟାଇନ୍…