ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଲଘୁଚାପ କ୍ଷେତ୍ର ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ…

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସରକାର ଏକ ସ୍ପଷ୍ଟିକରଣ ରଖିଛନ୍ତି । ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କହିଥିଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ଉପରେ ସରକାର କାମ କରୁନାହାଁନ୍ତି । ଏଭଳି…

ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ମିଳିବ କଠୋର ଦଣ୍ଡ

କୋଲକାତା:  ଦୁଷ୍କର୍ମ  ଏବଂ ଯୌନ ଅପରାଧକାରୀଙ୍କୁ ମିଳିବ କଠୋର ଦଣ୍ଡ । ମମତା ବାନାର୍ଜୀଙ୍କ ସରକାର ଆଣିଛନ୍ତି ନୂଆ ଆଇନ ।  ଆଜୀବନ କାରାଦଣ୍ଡ ସହ ମୃତ୍ୟୁଦଣ୍ଡ ବି ମିଳିବ ।  ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ 'ଅପରାଜିତା' ବିଲ୍ ପାରିତ…

ଆଜିର ରାଶିଫଳ

ମେଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଲାଭ ପାଇଁ କିଛି ସୁଯୋଗ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ‌ ବୃଷ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ସରକାରୀ ଚାକିରିଜୀବୀଙ୍କୁ କୌଣସି କାମ…

ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥୂପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ।…

ଆସନ୍ତାକାଲି ବୁଧ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ

ସେପ୍ଟେମ୍ବର ମାସରେ ଅନେକ ମହତ୍ତ୍ୱପୂର୍ଣ୍ଣ ଗ୍ରହ ଚଳନ କରିବେ । ଏମାନଙ୍କ ମଧ୍ୟରେ ବୁଧଙ୍କ ଚଳନ ଅନେକ ଶୁଭଫଳ ପ୍ରଦାନ କରିବ । ସେପ୍ଟେମ୍ବର ୪ରେ ବୁଧ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ । ବୁଧ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ପ୍ରବେଶ କରିବା ଦ୍ୱାରା ଏହି ୬ ରାଶି ବ୍ୟକ୍ତି ବିଶେଷଙ୍କୁ…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍‌ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍‌ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି।…

ଖୁବ ଶୀଘ୍ର ବିମାନରେ ୱାଇ-ଫାଇ ସୁବିଧା ଆରମ୍ଭ କରିବ ଏୟାର ଇଣ୍ଡିଆ

ଦିଲ୍ଲୀ-ଲଣ୍ଡନ ହେଥ୍ରୋ ରୁଟରେ ଏ୩୫୦ ବିମାନଠାରୁ ଆରମ୍ଭ କରି ଏୟାର ଇଣ୍ଡିଆ ଖୁବ ଶୀଘ୍ର ବିମାନରେ ୱାଇ-ଫାଇ ସୁବିଧା ଆରମ୍ଭ କରିବ। ଟାଟା ଗ୍ରୁପ ମାଲିକାନାର ଏହି ବିମାନ, ଏକ ଉଚ୍ଚକୋଟୀର ରୂପାନ୍ତର ଯାତ୍ରା ଉପରେ, ରବିବାର ଦିନ ଏ୩୫୦-୯୦୦ ବିମାନ ସହିତ ଦିଲ୍ଲୀ ଏବଂ ଲଣ୍ଡନ ହେଥ୍ରୋ ମଧ୍ୟରେ…

ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ।

ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି। ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଆ…

ପ୍ରଥମ ଥର ପାଇଁ ଐତିହାସିକ ବ୍ରୁନେଇ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଐତିହାସିକ ବ୍ରୁନେଇ ଯାତ୍ରା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୪୦ ବର୍ଷର କୂଟନୈତିକ ସଂପର୍କ ଥିବା ସତ୍ତ୍ବେ ମୋଦୀ ବ୍ରୁନେଇକୁ ମୋଦୀଙ୍କର ଏହା ପ୍ରଥମ ଐତିହାସିକ ଯାତ୍ରା। ବ୍ରୁନେଇ ଗସ୍ତ ପରେ…