ଆଜିଠାରୁ ଦେଶବ୍ୟାପି ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ

ଆଜିଠାରୁ ଦେଶବ୍ୟାପି ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିରେ ସବୁ ବର୍ଗର ଓ ସବୁ ସ୍ତରର ଲୋକଙ୍କୁ ସାମିଲ କରିବା ପାଇଁ…

ନାଇଟ୍‌ ଡ୍ୟୁଟି

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନାଇଟ୍‌ ସିଫ୍ଟ ସିଷ୍ଟମ ରହିଛି। ଯୁବତୀ ହୁଅନ୍ତୁ ଅବା ଯୁବକ, ସିଫ୍ଟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡୁଛି। ରାତିଅନିଦ୍ରା ହେବା ତଥା ଲାଇଫ୍‌ ଷ୍ଟାଇଲ୍‌ ବଦଳିଯିବା ଦ୍ୱାରା ଅନେକଙ୍କଠାରେ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜୁଛି। ତେବେ ଏଭଳି…

ଲଙ୍ଗ କ୍ୟାନ୍ସର କ’ଣ

ଫୁସଫୁସ କର୍କଟ ହେତୁ ଅଧିକାଂଶ ମୃତ୍ୟୁ ଘଟିଥାଏ । ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ଲୋକ ଫୁସଫୁସ କର୍କଟରେ ମୃତ୍ୟୁ ବରଣ କରନ୍ତି ।ଡାକ୍ତରମାନେ ଏହାର ଚିକିତ୍ସା ଉପରେ ବହୁ ବର୍ଷ ଧରି ଅନୁସନ୍ଧାନ କରୁଥିଲେ । ବର୍ତ୍ତମାନ ଏହାକୁ ହରାଇବା ପାଇଁ ବିଶ୍ୱର ପ୍ରଥମ ଏମଆରଏନଏ ଫୁସଫୁସ କର୍କଟ ଟିକା ଲଞ୍ଚ…

ବୋଟ୍ ସ୍ମାର୍ଟୱାଚ ମାଧ୍ୟମରେ କରିପାରିବେ ଅନଲାଇନ୍ ପେମେଣ୍ଟ

ଭାରତର ଲୋକପ୍ରିୟ ବ୍ରାଣ୍ଡ୍ boAT ଏପରି ଏକ ସ୍ମାର୍ଟୱାଚ୍ ପ୍ରସ୍ତୁତ କରିଛି ଯଦ୍ୱାରା ଡିଜିଟାଲ ପେମେଣ୍ଟ ସମ୍ଭବ । boAT ମାଷ୍ଟରକାର୍ଡ଼ ସହ ପାର୍ଟନରସିପ୍ କରି ଏହାର ସ୍ମାର୍ଟୱାଚରେ ଟ୍ୟାପ୍ ଆଣ୍ଡ୍ ପେ ଫିଚର୍ ଉପଲବ୍ଧ କରାଇଛି । ଏହା ଦ୍ୱାରା ବୋଟ୍ ୟୁଜର୍ସ ନିଜ ସ୍ମାର୍ଟୱାଚକୁ boATର…

ଓଏସଏସସି ତରଫରୁ ଜରୁରୀ ସୂଚନା

ଓଏସଏସସି ଦ୍ୱାରା ପରିଚାଳିତ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ (ଜେଏଫଟିଏ) ପଦକୁ ନେଇ ଆସିଛି ଏକ ବଡ଼ ଖବର । ସିଏଚଏସଏଲ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୪ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ୧୩ ତାରିଖରେ ଏହି ପଦ ପାଇଁ ମୁଖ୍ୟ ପରୀକ୍ଷା ହେବାକୁ ଥିବା ବେଳେ…

ଶାଶୁଘରେ ଐଶ୍ୱର୍ଯ୍ୟା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍‌ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ। ତାଙ୍କ…

ପାରାଲିମ୍ପିକ୍ସରେ ଭାରତ ୯ଟି ପଦକ ବଢ଼ିଲା

ପାରାଲିମ୍ପିକ୍ସ ୨୦୨୪ରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍‌ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ…

ଏୟାର ଇଣ୍ଡିଆ ବିମାନ ଯାତ୍ରାରେ ମିଳିବ ଓ୍ବାଇଫାଇ ସେବା

ଖୁବ ଶୀଘ୍ର ଏୟାର ଇଣ୍ଡିଆ ବିମାନରେ ୱାଇ-ଫାଇ ସୁବିଧା ଆରମ୍ଭ କରିବ । ଟାଟା ଗ୍ରୁପ ମାଲିକାନାର ଏହି ବିମାନ, ଏକ ଉଚ୍ଚକୋଟୀର ରୂପାନ୍ତର ଯାତ୍ରା ଉପରେ, ରବିବାର ଦିନ ଏ୩୫୦-୯୦୦ ବିମାନ ସହିତ ଦିଲ୍ଲୀ ଏବଂ ଲଣ୍ଡନ ହେଥ୍ରୋ ମଧ୍ୟରେ ସେବା ଆରମ୍ଭ କରିଛି। ସୋମବାର ଜାରି କରାଯାଇଥିବା ଏକ…

ମଙ୍ଗୋଲିଆ ଉପରେ ବିଶ୍ୱର ନଜର

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍‌ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ…

ପାଣି ଘେରରେ ଆନ୍ଧ୍ର ସହର

ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବର୍ଷା ପ୍ରକୋପ ଅବ୍ୟାହତ ହୋଇଛି। ଦୁଇ ରାଜ୍ୟରେ ବର୍ଷାଜନିତ ଘଟଣାରେ ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଆନ୍ଧ୍ରରେ ୧୨ ଏବଂ ତେଲଙ୍ଗାନାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ତେଲଙ୍ଗାନାର ଆଦିଲାବାଦ,…