ବାଦଲ ଫଟା ବର୍ଷା

ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଉତ୍ତର ଓଡ଼ିଶାରେ ଏହାର ଅଧିକ ପ୍ରଭାବ ରହିପାରେ । ଏହାମଧ୍ୟରେ ମୟୁରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଏହାବ୍ୟତୀତ କିଛି ଜିଲ୍ଲାକୁ ସତର୍କ ରହିବା ପାଇଁ…

ଶେୟାର ବଜାର କାରବାରରେ ପରିବର୍ତ୍ତନ

ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୨ (୭୧.୭୭) ପଏଣ୍ଟ…

ଇତିହାସର ପୁନରାବୃତ୍ତି

୨୬ ବର୍ଷ ପୁରୁଣା ଇତିହାସର ପୁଣିଥରେ ଦିଲ୍ଲୀରେ ପୁନରାବୃତ୍ତି ହେବାକୁ ଯାଉଛି। ୧୯୯୮ରେ ଦୁର୍ନୀତି ଅଭିଯୋଗରେ ସାହିବ ସିଂ ବର୍ମାଙ୍କ ଇସ୍ତଫା ପରେ ସୁଷମା ସ୍ୱରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବର୍ତ୍ତମାନ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ରାଜଧାନୀରେ ପୁଣିଥରେ ଏଭଳି ଘଟଣା ଘଟିବାକୁ…

ଧମାଲ କରିବେ ଟିମ୍ ଇଣ୍ଡିଆର

ଭାରତ U19 ଏବଂ ଅଷ୍ଟ୍ରେଲିଆ U19 ମଧ୍ୟରେ ହେବାକୁ ଥିବା ୪ ଦିବସୀୟ ମ୍ୟାଚ୍ ପାଇଁ ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଣ୍ଡିଆ ଟିମରେ ସ୍ଥାନ ମିଳିଛି । ଗୋଟିଏ ବର୍ଷରେ ହୋଇଥିବା ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ବୈଭବ ମୋଟ୍ ୪୯ ଶତକ ହାସଲ କରିଛନ୍ତି । ୨୦୧୧ ମାର୍ଚ୍ଚ ୨୭ରେ ବିହାର ସମସ୍ତିପୁର…

ମନ୍ତ୍ରୀଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ

ଉଖରୁଲ ଜିଲ୍ଲାରେ ଥିବା ମଣିପୁର ମନ୍ତ୍ରୀ କାଶିମ ୱାଶିମଙ୍କ ବାସଭବନ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିବା ଫଳରେ ତାଙ୍କ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ସୋମବାର ପୁଲିସ ଏହି ସୂଚନା ଦେଇଛି। ଶନିବାର ରାତିରେ ଘଟିଥିବା ଏହି ଘଟଣାରେ କେହି ଆହତ ହୋଇନଥିବା ଜଣେ…

ଲୁଚିଛପି ବିବାହ କରଛନ୍ତି ଆଦିତ୍ୟ ରାଓ ହାଇଦରୀ

ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦୁହେଁ କେବେ ବିବାହ କରିବେ ସେହି ଦିନକୁ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଥିବା ବେଳେ ଏବେ ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ମାର୍ଚ୍ଚରେ ଏହି ଦମ୍ପତି…

ଓବରୟ ପରିବାରରେ ଝଗଡ଼ା

ଓବରୟ ଓ ଟ୍ରାଇଡେଣ୍ଟ ଭଳି ହୋଟେଲ୍‌ ଶୃଙ୍ଖଳାର ମାଲିକାନା ରଖିଥିବା ଓବରୟ ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଆରମ୍ଭ ହୋଇଛି। ସ୍ବର୍ଗତ ପିଆରଏସ୍‌ ଓବରୟଙ୍କ ଝିଅ ଅାନାସ୍ତାସିୟା ଓବରୟ ନିଜ ଭାଇ ବିକ୍ରମଜିତ ଓବରୟ, ଭଉଣୀ ନତାଶା ଓବରୟ ଓ ପୁତୁରା ଅର୍ଜୁନ ଓବରୟଙ୍କ ବିରୋଧରେ ଦିଲ୍ଲୀ…

ଖାଆନ୍ତୁ ଗଜା ମୁଗ

ଯଦି ଆପଣ ମୁଗ ଡାଲିକୁ ଭିଜାଇ ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତି ତେବେ ଏଥିରେ କେବଳ ଓଜନ କମିବନି ବରଂ ଅନେକ ରୋଗ ଦୂର ହେବ। ସକାଳ ସମୟରେ ପ୍ରତିଦିନ ଗୋଟିଏ ଗିନା ଏହାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ନିରୋଗ ରହିବ। ଆସନ୍ତୁ ଜାଣିବା ଭିଜାଯାଇଥିବା ମୁଗ ଡାଲିର ସେବନ କରିବାରେ ଆପଣଙ୍କୁ…

ୟୁପିଆଇରେ ବଡ଼ ପରିବର୍ତ୍ତନ

ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ଏକ ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ…

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ

ଥରେ ଦିଲ୍ଲୀକୁ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି  ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ…