ଆଜିଠୁ ଆରମ୍ଭ ବିଧାନସଭା ଶୀତ ଅଧିବେଶନ
ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୩୦ଟ କାର୍ୟ୍ୟ ଦିବସ ରହିବ । ତେବେ ଏଥର ବେଶ ସରଗରମ ହେବ ଗୃହ। ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।…