2 ଦିନରେ 14 କୋଟି ଟଙ୍କା ଫାଇଦା
ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ଉତ୍ସବକୁ ଆଜି ନିଆରା ଢଙ୍ଗରେ ନିବେଶକମାନେ ଷ୍ଟକ୍ ବଜାରରେ ପାଳନ କରିଛନ୍ତି। ସେମାନେ ବିପୁଳ ପରିମାଣର ସେୟାର କିଣିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ପୁଣି ଥରେ ୮୦ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି। ଏହା ୯୯୨ ପଏଣ୍ଟ…