ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ୧୦୦୦ ବସ୍ ନିୟୋଜିତ ହେବେ । ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ । ବସରେ ଫାଷ୍ଟଏଡ୍…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ। ପିମଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ ବୈଭବ। ଆଇପିଏଲରେ ଦ୍ବିତୀୟ ଦ୍ରୁତତମ ଶତକ ହାସଲ କରି ରାତାରାତି ଷ୍ଟାର ବନିଯାଇଛନ୍ତି ବୈଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ…

କାଳବୈଶାଖୀର ପୂର୍ବାନୁମାନ କରି ୧୭ଟି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ…

ଆଗାମୀ ୩ ଘଣ୍ଟା ପାଇଁ ସତର୍କ ରୁହ ୧୭ ଜିଲ୍ଲା । କାଳବୈଶାଖୀର ପୂର୍ବାନୁମାନ କରି ୧୭ଟି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା, ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ…

ଆଜି କ୍ବାଲିଫୟାର -୨ , ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୫ର ଏଲିମିନେଟର ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ। ବିଜୟୀ ଦଳ କ୍ବାଲିଫାୟର-୨ ଖେଳିବାକୁ ଯୋଗ୍ୟତା ହାସଲ କରିବାବେଳେ ପରାଜିତ ଦଳ ବିଦାୟ ନେବ। ଦୁଇ ପୂର୍ବତନ ବିଜେତା ଦଳଙ୍କ ପାଇଁ ଉକ୍ତ ମ୍ୟାଚ…

କାହିଁକି ପୁଣି ଫେରିଲା କରୋନା ?

୦୧୯ରେ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା କରୋନା ଭାଇରସ୍‌ । ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲକଡାଉନ୍, ସଟଡାଉନ୍, କ୍ୱାରେଣ୍ଟାଇନ୍ ଭଳି ଶବ୍ଦ ଯାହା ଆମେ କେବେ ଜାଣିନଥିଲୁ ତାହା ଆମ ପାଇଁ ନିତିଦିନିଆ ହୋଇଯାଇଥିଲା । ୨ ବର୍ଷ ଧରି ଏହି ରୋଗ ସମସ୍ତଙ୍କୁ ନାକରେ ପାଣି…

କଷ୍ଟଯନ୍ତ୍ରଣା ଦେଇ ଗତି କରୁଛନ୍ତି ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର,ପ୍ରଶଂସକଙ୍କୁ ତାଙ୍କ ଆରୋଗ୍ୟ ପାଇଁ…

ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର କିଛିଦିନ ହେବ କଷ୍ଟଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏକଥାକୁ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ସେ ସମସ୍ତ…

ଗହମ ଷ୍ଟକ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଗହମ ଷ୍ଟକ୍‌ର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହା ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ନୂଆ ସୀମା ଅନୁସାରେ ବେପାରୀ ଓ ପାଇକାରୀ ବ୍ୟବସାୟୀମାନେ ନିଜ ପାଖରେ ୩୦୦୦ ଟନ୍‌ରୁ ଅଧିକ ଗହମ ରଖିପାରିବେ ନାହିଁ। ଖୁଚୁରା ବ୍ୟବସାୟୀମାନଙ୍କ ପାଖରେ ଅତିବେଶିରେ ସେମାନଙ୍କ…

ଆଜି ପୁଞ୍ଚ ଯାତ୍ରା କରିବେ ଶାହ

ଆଜି ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତର ଦ୍ବିତୀୟ ଦିନ। ଏହି ଅବସରରେ ଆଜି ପୁଞ୍ଚରେ ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାକ୍ଷାତ କରିବେ ଶାହ। ଗତକାଲି ଗ୍ରସ୍ତର ପ୍ରଥମ ଦିନରେ ରାଜଭବନରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସୁରକ୍ଷା ପରିସ୍ଥିତି ନେଇ ଆଲୋଚନା…

ଆଇପିଏଲ ଫାଇନାଲରେ ପ୍ରବେଶ କଲା ଆରସିବି

୯ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କଲା ବେଙ୍ଗାଲୁରୁ। କିଙ୍ଗସ ଇଲେଭେନ ପଞ୍ଜାବକୁ ୮ ଓ୍ବିକେଟରେ ହରାଇ ଫାଇନାଲରେ ଆରସିବି। ପ୍ରଥମେ ପଞ୍ଜାବ ବ୍ୟାଟିଂ କରି ୧୦୧ ରନ କରିଥିଲା। ୧୦୨ ରନର ବିଜୟ ଟାର୍ଗେଟକୁ ୧୦ ଓଭରରେ ହାସଲ କରିଥିଲା ଆରସିବି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪ଟି…

ପୂର୍ବତନ ଭାଜପା ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭାଜପା ବିଧାୟକ ତଥା କାମାକ୍ଷାନଗର ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ୧୯୭୭ରେ ପ୍ରଥମ କରି ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୭୪ ବର୍ଷ ବୟସରେ ସେ ଶେଷ ନିଶ୍ଚାସ ତ୍ୟାଗ କରିଥିବା ସୂଚନା ମିଳିଛି।…