ମୁଣ୍ଡ ନୁଆଁଇଲା ପାକିସ୍ତାନ, ଶାନ୍ତି ଚାହୁଁଛି
କିଛି ଦିନ ହେଲା ଧମକ ଦେଉଥିବା ପାକିସ୍ତାନ ସ୍ବର ନରମ ପଡ଼ିଛି । ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେହେରାନରୁ ଦିଆଯାଇଥିବା ଏହି…