ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା

କିପରି ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା । ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ପ୍ରସ୍ତାବ । ଗତକାଲି ପୁରୀ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ସମସ୍ତ ସେବାୟତଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଆସନ୍ତା ୧୧ ତାରିଖ ଦେବସ୍ନାନ ପୁର୍ଣିମା ।…

୬ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ

ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣ ରୋଗୀଙ୍କର ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଆଇସିୟୁ ସର୍ଜରୀରେ ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୱାର୍ଡରେ ଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ୫ ଜଣଙ୍କର ଜୀବନ ଯାଇଥିବା…

ପାକିସ୍ତାନର ୬ଟି ବାୟୁସେନା ଫାଇଟର ଜେଟ ହୋଇଥିଲା ନଷ୍ଟ

ଭାରତର ଆକ୍ରମଣରେ ପାକିସ୍ତାନର ୬ଟି ବାୟୁସେନା ଫାଇଟର ଜେଟ, ୨ଟି ଉଚ୍ଚକ୍ଷମତା ସମ୍ପନ୍ନ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ନଷ୍ଟ ହୋଇଥିଲା। ଏହା ସହ ୧୦ଟି ସଶସ୍ତ୍ର ଡ୍ରୋନ, ଗୋଟିଏ ସି-୧୩୦ ହରକ୍ୟୁଲସ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ବି ଧ୍ବଂସ ହୋଇଥିଲା ବୋଲି ସୂଚନା ମିଳିଛି। ଏପ୍ରିଲ ୨୨ ପହଲଗାଓଁ…

ଆଜିର ରାଶିଫଳ

ମେଷ: କ୍ରୋଧୀ ହୋଇପାରନ୍ତି। ପରସେବକ ହେବେ। କୃପଣ ଓ ଲୋଭୀ ହେବେ। ବିଦେଶ ଯାତ୍ରୀ ହୋଇପାରନ୍ତି। ଲୋକ ପୂଜ୍ୟ ହେବେ। ନିଷ୍ଠୁର ହେବେ। କର୍ମ ଚଞ୍ଚଳ ରହିବେ ଓ ଧନଶାଳୀ ହେବେ। ବୃଷ:  ଦେବ କାର୍ଯ୍ୟ ସମ୍ପାଦିତ କରିପାରିବେ। ବିଚିତ୍ର ବସନ ପରିଧାନରେ ଆଗ୍ରହୀ ହେବେ। କୃତ୍ରିମ କର୍ମରେ ତତ୍ପରତା…

ଆସନ୍ତା 4 ଦିନ ପ୍ରବଳ ଗୁଳୁଗୁଳି

ପ୍ରତିବର୍ଷ ସକ୍ରିୟ ମୌସୁମୀ ପରେ ୧୦ରୁ ୧୫ ଦିନ ‘ମୌସୁମୀ ବିରତି’ ହୋଇଥାଏ। ଏହି ସମୟରେ ପାଗ ମେଘମୁକ୍ତ ବା ଆଂଶିକ ମେଘୁଆ ରହିଥାଏ। ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇଥାଏ। ଏବେ ଏହି ମୌସୁମୀ ବିରତି ଚାଲିଛି। ମେ’ ୩୧ରୁ ରାଜ୍ୟରେ ମୌସୁମୀ ବର୍ଷା କମିଯାଇଛି। ଏବେ…

ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ

ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଥିଲେ ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ପୁଣେର ଏହି ଆଇନ୍‌ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍‌ ଗିରଫ କରିଛି। ତେବେ ଏହି ମାଲାକୁ ନେଇ ଏକ…

ସକ୍ରିୟ କରୋନା ୪ ହଜାର ନିକଟତର

ସୋମବାର ସକାଳେ ଭାରତରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୧ ଥିଲା ଏବଂ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ଟି ନୂଆ ମାମଲା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ୨୦୩ଟି ନୂଆ ମାମଲା ପଞ୍ଜୀକୃତ ହୋଇଛି। ଦିଲ୍ଲୀରେ ଆଉ…

ଆଜି ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର

ଆଜି ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନ ୨ ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୯.୪ ଡିଗ୍ରୀ ପାରା ରହିଛି । ସମ୍ବଲପୁରରେ ୩୯ ଡିଗ୍ରୀ ରେକର୍ଡ ହୋଇଛି । ବାଲେଶ୍ଵରରେ ୩୮.୪, ହୀରାକୁଦରେ ୩୮.୪, ଚାନ୍ଦବାଲିରେ ୩୮,…

ମଦ ନୀତି ଅନୁଧ୍ୟାନ କରିବେ ସରକାର

ମଦକୁ ନେଇ ରାଜ୍ୟ ସରକାର ନୂଆ ନୀତି ଆଣିବେ । ପୂର୍ବରୁ କୁହାଯାଉଥିଲା ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ।  ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ…

ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି

ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। କେବଳ ଗୁରୁତର ଆକ୍ରାନ୍ତଙ୍କ…