ବାପାଙ୍କ ଅସ୍ଥି ବିସର୍ଜନ କରିବା ସହ ଲଣ୍ଡା ହେଲେ ବାବୁସାନ୍
ଆଜି ମହୋଦଧିରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିବା ସହ ଲଣ୍ଡା ହୋଇଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବାବୁସାନ୍ । ଚଳିତ ବର୍ଷ ଫେବ୍ରୁଆରି ୨୭ ତାରିଖରେ ବାବୁସାନଙ୍କ ବାପା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ…