ସେନ୍ସେକ୍ସ ୫୧୧ ପଏଣ୍ଟ ହ୍ରାସ
ବିଶ୍ବର ଅନ୍ୟତମ ପ୍ରମୁଖ ଜଳପଥ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଲାଗି ଇରାନ ନିଷ୍ପତ୍ତି ନେଇଥିବାରୁ ବିଶ୍ବ ଷ୍ଟକ୍ ବଜାର କାରବାର ଉପରେ ତାହାର ପ୍ରଭାବ ପଡ଼ିଛି। ସୋମବାର ଭାରତ ସମେତ ବିଭିନ୍ନ ଦେଶର ଷ୍ଟକ୍ କାରବାର ମାନ୍ଦା ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୫୧୧ ପଏଣ୍ଟ…