Astrology/Vastu ଆଜିର ରାଶିଫଳ Metro TV Odisha Jun 26, 2025 ମେଷ:-ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବେପାରରେ ଉନ୍ନତ ହେବ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ବୃଷ:-ଭଗ୍ୟର ସହଯୋଗ ପାଇବା ପାଇଁ ଟିକେ ବିଳମ୍ବ ହୋଇପାରେ। ରାଜନୀତି କ୍ଷେତ୍ରରେ…
Health ଏଭଳି କିଛି ଖାଦ୍ୟ ଅଛି ଯାହାକୁ ଭିଜାଇ ଖାଇବା ଜରୁରୀ , ଜାଣନ୍ତୁ ତାହା କଣ Metro TV Odisha Jun 25, 2025 ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି କି ? କୁହାଯାଏ ମଣିଷ ଯଦି ଖାଇବା ପିଇବା ଠିକ୍ ରଖିବ ତାହାଲେ ସେ ସୁସ୍ଥ ରହିଛି । ତେବେ କିଛି ଖାଦ୍ୟ ଆମ ଶରୀର ପାଇଁ ସିଧା ସଳଖ ପ୍ରଭାବିତ କରୁଥିବା ବେଳେ କିଛି ଜିନିଷକୁ ଏମିତି ରହିଛି ଯାହାକୁ ଭିଜାଇ ଖାଇଲେ…
Education ଦଶମ ପରୀକ୍ଷାକୁ ନେଇ ସିବିଏସ୍ଇର ବଡ଼ ନିଷ୍ପତ୍ତି,୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା Metro TV Odisha Jun 25, 2025 ଦଶମ ପରୀକ୍ଷାକୁ ନେଇ ସିବିଏସ୍ଇର ବଡ଼ ନିଷ୍ପତ୍ତି । ୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା । ସିବିଏସ୍ଇ ବୋର୍ଡ ମାନଦଣ୍ଡକୁ ଦେଲା ମଞ୍ଜୁରି , ବର୍ଷକୁ ଦୁଇ ଥର ହେବ ସିବିଏସ୍ଇ ଦଶମ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରିରେ ହେବ । ଏହା ପରେ ମେ' ମାସରେ ହେବ…
World ପୁଟିନଙ୍କ ସାହାର୍ଯ୍ୟ ନବାକୁ ମନକଲେ ଟ୍ରମ୍ପ Metro TV Odisha Jun 25, 2025 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଶିଖର ସମ୍ମିଳନୀରେ ସାମିଲ ହେବାକୁ ନେଦରଲ୍ୟାଣ୍ଡ ହେଜରେ ଅଛନ୍ତି । ହେଗ୍ ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଋଷ ରାଷ୍ଟ୍ରପତି…
Odisha ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍ ଉନ୍ମୋଚିତ Metro TV Odisha Jun 25, 2025 ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି…
National ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା Metro TV Odisha Jun 25, 2025 ଅପେକ୍ଷା ସରିଲା, ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ…
Entertainment ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ପାଇଁ ପ୍ରମୋସନରୁ ବିଦା ହେଲେ ଅଭିନେତା ରାମ କପୁର Metro TV Odisha Jun 25, 2025 ଅଭିନେତା ରାମ କପୁରଙ୍କୁ ଏକ ପ୍ରମୋସନାଲ କାର୍ଯ୍ୟକ୍ରମରେ ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ସୂଚନାଯୋଗ୍ୟ, ରାମ କପୁର ଏବଂ ମୋନା ସିଂହ ପ୍ରମୋସନ ପାଇଁ ମୁମ୍ବାଇର ଜେଡବ୍ଲୁ ମ୍ୟାରିଅଟ୍ ହୋଟେଲରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ରାମ କପୁର କହିଥିବା କଥା ବିବାଦୀୟ ଥିବା…
Business ଭୁବନେଶ୍ବରରେ ଘର ଖଣ୍ଡିଏ ପାଇବା ଲାଗି ଲୋକମାନଙ୍କ ୫୩ ବର୍ଷର ସଞ୍ଚୟ ରାଶି ଦରକାର Metro TV Odisha Jun 25, 2025 ଦିନକୁ ଦିନ ଭୁବନେଶ୍ବରରେ ଘରଟିଏ ପାଇବା ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ନ୍ୟାସନାଲ୍ ହାଉସିଂ ବୋର୍ଡ (ଏନ୍ଏଚ୍ବି), ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ), ରିଜର୍ଭ ବ୍ୟାଙ୍କ ଆଦିର ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଭୁବନେଶ୍ବରରେ ଘର ଖଣ୍ଡିଏ ପାଇବା ଲାଗି…
Sports ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ର ମୁକୁଟ ପିନ୍ଧିଲେ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା Metro TV Odisha Jun 25, 2025 ଭାରତୀୟ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା ମଙ୍ଗଳବାର ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ପଦାର୍ପଣରେ ବିଜେତା ହୋଇଛନ୍ତି। ଚେକ୍ଗଣରାଜ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଜିତି ସେ ଲଗାତାର ଦୁଇଟି ଶୀର୍ଷସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ…
Culture ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି Metro TV Odisha Jun 25, 2025 ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ଵାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର ସାନ୍ନିଧ୍ୟ ଲାଭ କରିବେ ଭକ୍ତ । କାଲି ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଓ…