ଓମିକ୍ରନ ଚିହ୍ନଟ କରିବ ଓମିସୁର

ମେଟ୍ରୋ ଟିଭି ଓଡିଶା,୫/୧: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏକ କିଟ୍ ଅନୁମୋଦନ କରିଛି ଯାହା ଓମିକ୍ରନ୍ ଚିହ୍ନଟ କରିବାରେ ବ୍ୟବହୃତ ହେବ । ଏହି କିଟ୍ ଟାଟା ମେଡିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ ଦ୍ୱାରା ନିର୍ମିତ ଏବଂ ଏହାର ନାମ ଓମିସୁର । ଭାରତରେ ଓମିକ୍ରନ୍

ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଗାୟକ ସୋନୁ ନିଗମ୍ କରୋନା ପଜିଟିଭ୍‌

ମେଟ୍ରୋ ଟିଭି ଓଡିଶା,୫/୧: ଏବେ କରୋନାର କାୟା ପୁଣି ମାଡି ଚାଲିଲାଣି । ଏଥିରେ ଅନେକ ସେଲିବ୍ରିଟି ଓ ସିନେ କଳାକାର କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଟିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ପୁରା ପତିବାର କରୋନା ପଜିଟିଭ ହୋଇଛନ୍ତି । ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍

୨୨୯ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ,ଶାର୍ଦୁଳଙ୍କୁ ୭ ୱିକେଟ

ମେଟ୍ରୋ ଟିଭି ଓଡିଶା,୫/୧: ଚଳିତ ୨ୟ ଟେଷ୍ଟରେ ୨ଦିନ ବିତି ଥିଲେ ସୁଧା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ରହିଛି । ପ୍ରଥମ ଦିନରେ ପେସ୍ ବୋଲର ଚତ୍ମକାର ପ୍ରଦର୍ଶନ କରିବା ଫଳରେ ଭାରତ ୨୦୨ରନରେ ଆଉଟ ହୋଈଥିଲା । ପରେ ଶାର୍ଦୁଳ ଠାକୁରଙ୍କ ଦମଦାର ବୋଲିଂ ଜରିଆରେ ଦକ୍ଷିଣ

ଷ୍ଟକ ମାର୍କେଟରେ ରାଜ୍ କରୁଛି ଆପଲ କମ୍ପାନୀ

ମେଟ୍ରୋ ଟିଭି ଓଡିଶା,୫/୧: ମାଇକ୍ରୋସଫ୍ଟକୁ କ୍ରସ କରି ଷ୍ଟକ ମାର୍କେଟରେ ରାଜ କରୁଛି ଆପଲ । ଦେଶର ସବୁଠୁ ଧନୀ କମ୍ପାନୀ ମାଇକୋସଫ୍ଟକୁ କ୍ରସ କରିଛି ଆପଲ କମ୍ପାନୀ । ବିଶ୍ୱର ପ୍ରଥମ କମ୍ପାନୀ ଯାହାକି ନିଜ ଷ୍ଟକ୍ ମାର୍କେଟ ଭାଲ୍ୟୁକୁ ଥ୍ରି ଟ୍ରିଲିୟନ ଡଲାଲ ବା ୧ ଲକ୍ଷ କୋଟିରେ

କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ୧ ପରୀକ୍ଷା

ମେଟ୍ରୋ ଟିଭି ବ୍ୟୁରୋ,୫/୧: ଆଜିଠୁ ଆରମ୍ଭ ମାଟ୍ରିକ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ଓ ଦ୍ୱିତୀୟ ସିଟିଂରେ ରହିଛି ଗଣିତ । ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ।ପ୍ରତିଟି

ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ,୫/୧: ଦେଶରେ କରୋନାର ନୂଆ ସଂକ୍ରମଣ ବଢିବାରେ ଲାଗିଲାଣି । ୨୪ଘଣ୍ଟାରେ ୫୮ହଜାର ୯୭ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗୋଟିଏ ଦିନରେ ୫୫ପ୍ରତିଶତ ସଂକ୍ରମଣ ବଢିଛି । ଗତକାଲି ଥିଲା ୩୭ ହଜାର ୩୭୯ । ୫୩୪ ଜଣଙ୍କ ଜୀବନ ନେଇଛି କରୋନା। କରୋନାରୁ ସୁସ୍ଥ ହୋଇଛନ୍ତି ୧୫

ମହିଳାଙ୍କୁ ସୁରକ୍ଷା ଦେବ ଥର୍ମାଲ ଡ୍ରୋନ୍‌

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏବେ ମହିଳାଙ୍କୁ ସୁରକ୍ଷା ଯୋଗାଇଦେବ ଥର୍ମାଲ କ୍ୟାମେରାଯୁକ୍ତ ଡ୍ରୋନ୍ । ବ୍ରିଟେନର ଡ୍ରୋନ୍ ଡିଫେନ୍ସ ଦ୍ୱାରା ଏହା ବିକଶିତ ହୋଇଛି । ରାତିରେ ଏକାକୀ ଯାଏଥିବା ମହିଳା ମାନଙ୍କ ପାଇ ସୁରକ୍ଷା ଦେବ ଏହି କ୍ୟାମେରା ଡ୍ରୋନ୍ । ଯଦି କେହି କମେଣ୍ଟ ବା ଉତ୍ପୀଡନ

ଜନ୍ମଦିନ ସେ ବି କୁକୁଡାର

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦୁନିଆ ବଡ ଅଜବ ଏହି ଦୁନିଆରେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜର ଅଜବ ହରକତ ମଧ୍ୟ୍ୟାମରେ ଭାଇରାଲ ହୁଅନ୍ତି । ଯାହା ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରେ । ଏହି ପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହସ ସହ ଖୁସି ମଧ୍ୟ ଲାଗିବ । ଏହି

ବିବାଦର ଅନ୍ତ ଘଟିଛି ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ସୁମିତ ଓ ତପସ୍ୱିନୀ ବିବାଦର ଅନ୍ତ ଘଟିଛି । ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟଙ୍କ ରାୟନୁସାରେ ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତ ସହ ତାଙ୍କ ବ୍ରହ୍ମାନଗରରେ ଥିବା ଘରେ ରହିବେ ତପସ୍ୱିନୀ ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁମିତ ତପସ୍ୱିନୀଙ୍କୁ ପ୍ରତି

କାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ବୋର୍ଡ ଢାଞ୍ଚାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ । ୫୦ ମାର୍କର ଓଏମଆରସିଟ୍