ସୁରତରେ ବଡ ଧରଣର ଅଘଟଣ ,ଗ୍ୟାସ ଲିକ୍ ହୋଇ ୬ମୃତ

ମେଟ୍ରୋ ଟିଭି ଓଡିଶା,୬/୧: ବର୍ଷ ଆରମ୍ଭରୁ ଘଟି ଯାଇଛି ଅଘଟଣ । ଗୁରୁବାର ସକାଳୁ ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ଜଣଙ୍କର ମୃତ ଘଟିଛି । ୨୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସଚିନ ଜିଆଇଡିସି ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ

ଓଡିଆ ପୁଅ ହେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ମେଟ୍ରୋ ଟିଭି ଓଡିଶା,୬/୧: କେନ୍ଦ୍ରରେ ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ୱ ଦିଆଯାଇଛି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଛନ୍ତି । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଯିଏକି ୨୦୧୪ରେ ଓଡିଶା ପୋଲିସରୁ ହଟିବା ପରେ ବିଜେପିରେ ଯୋଗ ଦେଇଥିଲେ । ସେ

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ

ରାଜ୍ୟରେ ପୁଣି ଲାଗିଲା କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ଟା ଯାଏ କଟକଣା

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଛି ସଂକ୍ରମଣ । ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ କଟକଣାକୁ ପୁଣି ଲଗାଇଛନ୍ତି । ନାଇଟ୍ କର୍ଫ୍ୟୁ ସମୟ ସୀମା ବଢିଛି । ରାଜ୍ୟ ସରକାର ଏହି ତୃତୀୟ ପ୍ରର୍ଯ୍ୟାୟର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ

ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ କଟାକ୍ଷ କଲେ ମୋଦି,ମୁଁ ଜୀବିତ ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ…

ମେଟ୍ରୋ ଟିଭି ଓଡିଶା,୫/୧: ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁରକ୍ଷାରେ ଏକ ବଡ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି । ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ମୋଦିଙ୍କୁ ସୁରକ୍ଷା କାରଣରୁ ଅଟକ ରଖାଯାଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ

ଇନ୍‌ଷ୍ଟାଗ୍ରାମରେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା

ମେଟ୍ରୋ ଟିଭି ଓଡିଶା,୫/୧: ଇନଷ୍ଟାଗ୍ରାମରେ ଏବେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚେପ୍ରା । ତାଙ୍କୁ ଇନଷ୍ଟାଗ୍ରାମ୍ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟି ତାଲିକାରେ ରଖାଯାଇଛି ।ତାଙ୍କୁ ମୋଟ ୭୨.୩ ନିୟୁତ ୟୁଜର୍ ଫଲୋ କରୁଛନ୍ତି । ଏହି ସଂଖ୍ୟା କୁ ଆକଳନ କଲେ ପ୍ରିୟଙ୍କା

ମେହେନ୍ଦି କରି ବିଶ୍ୱ ରେକର୍ଡ କଲେ ଆଦିତ୍ୟ ନିଧିନ୍‌

ମେଟ୍ରୋ ଟିଭି ଓଡିଶା,୫/୧: ହାତରେ ମେହେନ୍ଦି ଆଙ୍କିବା ଏକ କଳା । ଏହି ମେହେନ୍ଦିକୁ ନାରୀ ମାନଙ୍କ ସୌନ୍ଦର୍ଯ୍ୟର ପ୍ରତିକ ରୂପର କହନ୍ତି । ଏହି ମେହେନ୍ଦିର ଏବେ ଆର୍କଷଣୀୟ ପେସା ମଧ୍ୟ ପାଲଟିଛି । ଭିନ୍ନ ଭିନ୍ନ ପ୍ରକାରର ମେହେନ୍ଦି କରି କନ୍ୟା ବିବାହ କରୁଛନ୍ତି । ଆଜିକା ଆଧୁନିକ

ଜନ୍ମଦିନରେ ଫିଲ୍ମର ପୋଷ୍ଟର ସେୟାର କଲେ ବଲିଉଡର ମସ୍ତାନୀ

ମେଟ୍ରୋ ଟିଭି ଓଡିଶା,୫/୧: ବଲିଉଡର ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ । ଜନ୍ମଦିନରେ ସେ ନିଜର ଅଫକମିଂ ଫିଲ୍ମ ‘ଗହରାଇୟାଁ’ର ପୋଷ୍ଟର ସେୟାର କରିଛନ୍ତି ଯେଉଥିରେ ସେ ‘ଗଲି ବଏ’ କୋ ଷ୍ଟାର ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହିତ ଲିପ୍ଲକ୍ କରିଥିବା ନଜର ଆସିଛି । ସିଦ୍ଧାନ୍ତ ଓ

ଚିତା ବାଘକୁ କିସ୍ କଲେ ଯୁବତୀ

ମେଟ୍ରୋ ଟିଭି ଓଡିଶା,୫/୧: ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଏହି ସବୁ ଭିଡିଓ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆଧାରିତ ଥାଏ । ଆମେ ସାଧାରଣ ଜୀବନରେ ବିଭିନ୍ନ ପଶୁପକ୍ଷୀଙ୍କୁ ପାଳନ କରିଥାଉ । ଏହି ସବୁ ପଶୁପକ୍ଷୀ ଘରୋଇ କିମ୍ବା ବନ୍ୟପ୍ରାଣୀ

ଚୀନର ଶୂନ କୋଭିଡ ନୀତିରେ ବନ୍ଦୀ ସିଆନ୍‌

ମେଟ୍ରୋ ଟିଭି ଓଡିଶା,୫/୧: ଚୀନର ଶୂନ କୋଭିଡ ନୀତି ଦେଶବାସୀଙ୍କୁ ଅସହ୍ୟ କରିଦେଲାଣି । ଚୀନର ୨ଟି ସହର ସିଆନ ଓ ୟୁଝୋଉ େବେ କଠୋର ଲକଡାଉନର ଶୀକାର ହୋଇଛନ୍ତି । ଖାଦ୍ୟ ଭଳି ମୌଳିକ ସୁବିଧା ମଧ୍ୟ ପାଇ ପାରୁ ନାହାନ୍ତି । ଛଟପଟରେ ଚୀନର ସାଧାରଣ ଲୋକ । ସିଆନରେ କୋଭିଡ ମାମଲା ଦେଖାଯିବା