ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହେଲେ ୨ଯାଆଁଳା ଶିଶୁ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏକାଧିକ ଶିଶୁ ଜନ୍ମ ହେବା ଏବେ ଆଉ ଆଶ୍ଚର୍ଯ୍ୟ ଲାଗୁ ନାହିଁ । କାରଣ ଅନେକ ଲୋକଙ୍କର ଏକାଧିକ ଶିଶୁ ଗୋଟିଏ ଦିନରେ ଗୋଟିଏ ସମୟରେ ଜନ୍ମ ହେଉଛି କିନ୍ତୁ ଏବେ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଅଜବ ଲାଗିବ । ଦୁଇଟି ଯାଆଁଳା ଶିଶୁ

ଆରବିଆଇର ନୂଆ ନିୟମ ବିନା ଇଣ୍ଟରନେଟ୍‌ରେ ହୋଇପାରିବ ଡିଜିଟାଲ ପେମେଣ୍ଟସ୍‌

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଭାରତ ଏକ ଗ୍ରାମ୍ୟବହୁଳ ରାଷ୍ଟ୍ର ଯେଉଠି ଗାଁ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଭିତରେ ରୁହନ୍ତି । ଆଜି ଯାଏ ଏହି ସବୁ ଗାଁକୁ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନାହିଁ । ତଥାପି ଏହି ସବୁ ଗାଁର ବିକାଶ ପାଇ ସରକାର କାର୍ଯ୍ୟରତ । ଏହି ଗାଁ ଗୁଡିକର ଡିଜିଟାଲ

ଆଜି ବିଶ୍ୱ ବ୍ରେଲ୍ ଦିବସ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ପ୍ରତିବର୍ଷ ଜାନୁଆରୀ ୪ତାରିଖକୁ ବିଶ୍ୱ ବ୍ରେଲ୍ ଦିବସ ରୂପେ ପାଳନ କରାଯାଏ । ଦୃଷ୍ଟିବାଧ୍ୟକ ଦିବ୍ୟାଙ୍ଗ ମାନଙ୍କ ପଢିବା ଲେଖିବା ପାଇ ଏହି ବ୍ରେଲ୍ ଲିପିର ପ୍ରଚଳନ କରାଯାଇଥିଲା । ଏହି ବ୍ରେଲ୍ ଲିପିର ସଷ୍ଟ୍ରା ଲୁଇସ ବ୍ରେଲ୍‌ଙ୍କ ସ୍ମୃତିରେ ୪ତାରିଖକୁ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଚିହ୍ନଟ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ନିଜ ବାସଭବନରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ କହିଛନ୍ତି ତାଙ୍କ ସଂର୍ସ୍ପଶରେ ଆସିଥିବା ଲୋକ ମାନେ ନିଜର କରୋନା ଟେଷ୍ଟ କରୋଇନେବାକୁ ।

ଡିସିପି ଅଫିସ ସିଲ୍ କଲା ବିଏମ୍‌ସି

ମେଟ୍ରୋ ଟିଭି ବ୍ୟୁରୋ,୨/୧: କୋଭିଡ୍ ସଂକ୍ରମଣ ପାଇ ଡିସିପି ଅଫିସ୍ ସିଲ୍ କଲା ବିଏମ୍‌ସି । ଡିସିପି ଅଫିସର ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମ୍ସି।ସୂଚନା ଅନୁଯାୟୀ ଭୁବନେଶ୍ୱର ଡିସିପି

ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା କୋଭିଡ୍ ସ୍ଥିତିକୁ ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ । ରାଜ୍ୟରେ କରୋନାର ମାମଲା ବଢିଚାଲିଥିବାରୁ ଏନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

ଦରଖାସ୍ତ ଦିଅ ମନସ୍କାମନା ପୂର୍ଣ୍ଣ କର

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମର ପ୍ରଥା ପରମ୍ପରା କାହି କେତେ କାଳରୁ ରହିଆସିଛି । ଏହି ପରମ୍ପରା ଭିତରେ ରହି ଆସିଛି ଅନେକ ରହସ୍ୟ । ଯେଉ ରହସ୍ୟ ପାଇ କିଛି ମନ୍ଦିର ଚତ୍ମକାର ପାଲଟି ଯାଉଛି । ଏହି କିଛି ଚତ୍ମକାରକୁ ଲୋକଲୋଚନକୁ ଆଣିବାକୁ ଭାରତର ବିଭିନ୍ନ

ରିଲାଏନ୍ସ ଷ୍ଟିର୍ଲିଂ ଏବଂ ୱିଲସନ୍ ରିନ୍ୟୁଆଲ ଏନର୍ଜିର ନୂଆ ପ୍ରୋମୋଟର୍ , ଯାହା ୪୦ପ୍ରତିଶତରୁ ଅଧିକ ଅଂଶଧନ କରିଛି

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଷ୍ଟର୍ଲିଂ ଏବଂ ୱିଲସନ୍ ରିନ୍ୟୁଆଲ୍ ଏନର୍ଜି ଲିମିଟେଡ୍ ସୋମବାର କହିଛି ଯେ ଏଥିରେ ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ ଏହାର ପ୍ରୋମୋଟର୍ ପୋଷ୍ଟ ପେମେଣ୍ଟରେ ୧,୫୯୦ କୋଟି ଟଙ୍କା ବାଲାନ୍ସର ୨୫.୯୦ ପ୍ରତିଶତ ଇକ୍ୱିଟି ହାସଲ କରିଛି ଜ୍ଝ ଏହି କାରବାର

୪ରୁ ଅଚଳ ହେବ ବ୍ଲାକବେରୀ ଫୋନ

ମେଟ୍ରୋ ଟିଭି ବ୍ୟୁରୋ,୩/୧: ବ୍ଲାକବେରୀର ଫୋନ ପାଇ ଏବେ ଗ୍ରାହକ ମାନେ ଅସୁବିଧାରେ ପଡିପାରନ୍ତି । ବ୍ଲାକବେରୀ କମ୍ପାନୀ ୪ ଜାନୁଆରୀ ୨୦୨୨ ରୁ ତା’ର କେତକ କ୍ଲାସିକ ଫୋନ୍ ର ସପୋର୍ଟ ବନ୍ଦ କରିଦେବ । ସପୋର୍ଟ ସିଷ୍ଟମ ବନ୍ଦ ହେବା ପରେ ଏହି ଫୋନ୍ ସବୁ କେବଳ ଡବା ହୋଇଯିବ ।କମ୍ପାନୀ

ହିନ୍ଦି କହି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦକ୍ଷିଣ ଭାରତୀୟ ଜଗତର ବହୁ ଚର୍ଚ୍ଚିତ ନାୟିକା ରଶ୍ମିକା ମନ୍ଦାନା ଫିଲ୍ମ ଜଗତରେ ଏକ ଚଚ୍ଚିତ ଚେହରା । ତାଙ୍କ ଅଭିନୀତ ବହୁ ଫିଲ୍ମ ହିନ୍ଦି ଭାଷାରେ ଡବିଂ ହୋଇ ହିଟ୍ ମଧ୍ୟ ହୋଇଛି ।ତାଙ୍କୁ ନ୍ୟାଶନାଲ କ୍ରଶ୍ ମଧ୍ୟ କହନ୍ତି । ତାଙ୍କ ଆକ୍ଟିଙ୍ଗ ଓ ଡ୍ୟାନ୍ସ