ରାଜ୍ୟରେ କମିବ ଶୀତ,୧୦ରୁ ବର୍ଷା ସମ୍ଭାବନା
ମେଟ୍ରୋ ଟିଭି ଓଡିଶା,୭/୧:ଗତକାଲି ରାତିରେ ଶୀତର ତାପମାତ୍ରା କମ୍ ରହିଥିବା ବେଳେ ଆସନ୍ତା ୩ଦିନରେ ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢିବ ସହ ରାଜ୍ୟରେ ଶୀତର ତାପମାତ୍ରା କମିବ । ଏହା ସହ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ!-->!-->!-->…