ଏସ୍‌ଆର୍‌ସିଙ୍କ ବଡ ନିର୍ଦ୍ଦେଶ, ୧୦ରୁ ବନ୍ଦ ହେବ ବିଶ୍ୱବିଦ୍ୟାଳୟ

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ହେବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ୍‌ଆର୍‌ସି ଙ୍କ ପକ୍ଷରୁ

ମହେଶ ବାବୁ ଓ ସ୍ୱରା ଭାସ୍କର କରୋନା ପଜିଟିଭ

ମେଟ୍ରୋ ଟିଭି ଓଡିଶା,୭/୧: ଗତ କିଛିଦିନ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ସାଉଥ ସୁପରଷ୍ଟାର୍ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ

ପାସପୋର୍ଟର ରଙ୍ଗ ଭିନ୍ନ,ଏହାର ବିଶେଷତ୍ୱ କଣ ରହିଛି

ମେଟ୍ରୋ ଟିଭି ଓଡିଶା,୭/୧: ଭାରତରେ ରହିଛି ବିଭିନ୍ନ ପ୍ରକାରର ପାସପୋର୍ଟ । ଯାହାର ରଙ୍ଗ ଭିନ୍ନ ଭିନ୍ନ ଥାଏ । ବିଶେଷ କରି ଆମ ଦେଶରେ ୩ପ୍ରକାରର ପାସପୋର୍ଟ ରହିଛି । ଏହାର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଭାରତରେ ପ୍ରତ୍ୟେକ ପାସପୋର୍ଟ ଗୁରୁତ୍ୱ ଅଧିକ ରହିଛି। ଏବେ ଦେଶରେ ୩ଟି

ବରଫାବୃତ ହୋଇଛି ବଦ୍ରିନାଥ ମନ୍ଦିର

ମେଟ୍ରୋ ଟିଭି ଓଡିଶା,୭/୧: ଶୀତର ଆସର ନେଇ ଆସିଛି ପ୍ରାକୃତିକ ସୌନ୍ଦର୍ଯ୍ୟ । ପ୍ରକୃତିରାଣୀ ତାର ଅପରୂପ ସୌନ୍ଦର୍ଯ୍ୟକୁ ବିଚୁରିତ କରୁଛି ଉତ୍ତରାଖଣ୍ଡରେ । ପ୍ରକୃୃତି କୋଳରେ ରହିଛି ବଦ୍ରିନାଥ ମନ୍ଦିର ଯାହା ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜିତ ଅଛନ୍ତି । ଭଗବାନ ଶିବଙ୍କର ଏହି

ଛେପ ଲଗାଇ କେଶ କାଟି ବିବାଦରେ ଜାଭେଦ ହବିବ

ମେଟ୍ରୋ ଟିଭି ଓଡିଶା,୭/୧: ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କର କେଶ କାଟୁଥିବା ବେଳେ ଛେପ ଲଗାଇ ବିବାଦରେ ଫସିଛନ୍ତି ଜାଭେଦ ହବିବ । ଏନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ଭାଇରଲ ହେଉଥିବା ଭିଡିଓଟି ୩

ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ବଢିଲା

ମେଟ୍ରୋ ଟିଭି ଓଡିଶା,୭/୧: ଆଗକୁ ନିର୍ବାଚନ ଥିବା ହେତୁ ଭାରତୀୟ ନିର୍ବାଚନ କମିଶନର ସବୁ ରାଜ୍ୟ ପାଇ ନିର୍ବାଚନୀ ଖର୍ଚ୍ଚକୁ ବୃଦ୍ଧି କରିବା ସୂଚନା ଜାରି ହୋଇଛି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇ ନିର୍ବାଚନ ଖର୍ଚ୍ଚ ବଢିଛି । ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇ ନିଜ ଘରେ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଗତକାଲି ସେ କରୋନା ପଜିଟିଭ ଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓ କହିଛନ୍ତି

ରାଜ୍ୟରେ ଦୁଇ ହଜାର ଟପିଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟରେ କରୋନାର କାୟା ବଢିବାରେ ଲାଗିଛି । ସେଥିପ୍ରତି ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହେବ ନାଇଟ କର୍ଫୁ । ରାତି ୯ଟାରୁ ସକାଳ ୫ଟା ଯାଏ ଚାଲିବ ନାଇଟ କର୍ଫୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ

ଦେଶରେ ଲକ୍ଷେ ପାର କଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ଦେଶରେ କରୋନାର କାୟା ମାଡିବାର ଲାଗିଲାଣି । ଏହି କାୟା ଧିରେ ଧିରେ ଲକ୍ଷେ ଟପିଲାଣି । ଦେଶରେ ଗୋଟିଏ ଦିନରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକରେ ୨୮.୮ପ୍ରତିଶତ ବଢିଛି ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ଦେଶରେ

ବନ୍ଦ ହେଲ ବୁର୍ଲା ଭିସୁଟ୍‌

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର କାୟା ଯୋଗୁ ଚାରିଆଡେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂକ୍ରମଣ ଏବେ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଆଡେ ମାଡି ଗଲାଣି । ଏବେ କରୋନାରେ ସଂକ୍ରମିତ ହେଲେଣି ଛାତ୍ରଛାତ୍ରୀ । ଏହା ସହ ବନ୍ଦ ହୋଇଛି ବୁର୍ଲା ଭିସୁଟ୍ । ଛାତ୍ରାଛାତ୍ରୀ