ଡ୍ରମ ପାଲଟିଲା ୱାଶିଂ ମେସିନ

ମେଟ୍ରୋ ଟିଭି ଓଡିଶା,୯/୧: ଆଗରୁ ପେଷାକ ପତ୍ରକୁ ହାତରେ ଧୋଇ ସଫା କରାଯାଉଥିଲା କିନ୍ତୁ ଏବେ ଟେକ୍ନୋଲୋଜିର ଉପଯୋଗ କରି ବିଭିନ୍ନ ମେସିନ୍ ନିର୍ମାଣ କରୁଛନ୍ତ । ଯାହା ସାଧାରଣ ଜୀବନ ଝାପନ ଶୈଳରେ ସୁବିଧା ସୁଯୋଗ ଯୋଗାଉଛି । ଆଜିର ବୈଜ୍ଞାନିକ ଯୁଗରେ ସବୁ ଉନ୍ନତ ମେସିନ ତିଆରି ହେଉଛି ଓ

ଅଲଗା ହେଲେ ଲୋକପ୍ରିୟ ଦମ୍ପତି ଅଲି-ସଞ୍ଜୀଦା

ମେଟ୍ରୋ ଟିଭି ଓଡିଶା,୯/୧: ଟିଭି ଦୁନିଆରେ ବହୁ ଖବର ଆଶ୍ଚର୍ଯ୍ୟ ଚକିତ କରେ । ଏହି ଇଣ୍ଡଷ୍ଟ୍ରି ନିଜର ଗସିପ ଦ୍ୱାରା ଲୋକଙ୍କୁ ଆକୃଷ୍ଟ କରି ରଖେ । ବିବାହ ,ବିଚ୍ଛେଦ ଓ ମନମାଳିନ୍ୟ ସବୁ ଚାଲିଥାଏ । ସେହି ପରି ଟିଭିର ଲୋକପ୍ରିୟ କଳାକାର ଅମିର ଅଲ୍ଲୀ ଓ ସଞ୍ଜୀଦା ଶେଖ ଅଲଗା ହୋଇଛନ୍ତି ।

ଅସୁବିଧା ସମୟରେ ଦେବଦୂତ ସାଜିଲେ ଯବାନ

ମେଟ୍ରୋ ଟିଭି ଓଡିଶା,୯/୧: ଅସହ୍ୟ ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ଚୀରର ପରିସ୍ଥିତି ବେହାଲ । ସାଧାରଣ ଲୋକ ଘରୁ ବାହାରିବା ମୁସକିଲ ହେଲାଣି । ଏହି ଭିତରେ ଜଣେ ଯବାନ ବଦାନ୍ୟତା ସାମ୍ନାକୁ ଆସଛି । ଯାହା ଏବେ ହୃଦୟସ୍ପର୍ଶୀ ହୋଇଛି । ଏହି ଯବାନ ଜଣକ ଜଣେ ଗର୍ଭବତୀ ଥିବା

ଏଣିକି ସବୁ ମୋବାଇଲରେ ଚାଲିବନି ହ୍ୱାଟ୍ସଆପ୍‌

ମେଟ୍ରୋ ଟିଭି ଓଡିଶା,୯/୧: ଗ୍ରାହକଙ୍କୁ ଝଟକା ଦେବ ହ୍ୱାଟ୍ସଆପ୍ । ଏହି ହ୍ୱାଟ୍ସଆପ୍ ବ୍ୟବହାରକରୁଥିବା ବ୍ୟକ୍ତିଙ୍କ ପାଇ ବଡ ସୂଚନା ।ଏଣିକି ସବୁ ଫୋନରେ ଚାଲିବ ନାହି ହ୍ୱାଟ୍ସଆପ୍ । ସାମସଙ୍ଗ ଠାରୁ ଆରମ୍ଭ କରି ଆଇ ଫୋନ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ମୋବାଇଲରେ କାମ କରିବ ନାହି

ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ମେଟ୍ରୋ ଟିଭି ଓଡିଶା,୯/୧: ଆଜି ଅପରାହ୍ନ ସାଢେ ୪ଟା ସମୟରେ ହେବ କୋଭିଡ ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷାରେ ଆଜି ହେବ ଏହି ବୈଠକ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଦେଶରେ ବଢୁଥିବା କୋଭିଡ ପରିସ୍ଥିତିର ସମୀକ୍ଷା ପାଇ ଏହି ବୈଠକ ଡକାଯାଇଛି

ଏସସିବି ନର୍ସିଂ ଛାତ୍ରୀଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।

ସୁପ୍ରମିକୋର୍ଟରେ ବିଚାରପତିଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଚାରିଆଡେ ବ୍ୟାପି ଗଲାଣି ।ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିସାରିଲାଣି କରୋନା । ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା ଚିହ୍ନଟ

ହାତୀ ପୂଜା ପାଉଥିବା ମନ୍ଦିର

ମେଟ୍ରୋ ଟିଭି ଓଡ଼ିଶା,୮/୧: ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। କେବଳ ଭାରତ ନୁହେଁ ଆମ ଦେଶ ବାହାରେ ମଧ୍ୟ ଅନେକ ହିନ୍ଦୁ

ବାହାଘରରେ ବୋହୂଙ୍କର ଗ୍ରାଣ୍ଡ ଏଣ୍ଟ୍ରି

ମେଟ୍ରୋ ଟିଭି ଓଡ଼ିଶା,୮/୧: ବାହାଘରରେ ଝିଅମାନେ ସାଧାରଣତଃ ଲାଜରେ ମୁହଁ ତଳକୁ ପୋତି ବସିଥାନ୍ତି। ଆଉ କିଛି ଝିଅ ଘର ଛାଡ଼ି ଶାଶୁ ଘରକୁ ଯିବା ଦୁଃଖରେ କାନ୍ଦୁଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି କନ୍ୟାର ଭିଡିଓ ଭାଇରାଲ ହେଉଛି, ଯିଏ ବାହାଘରରେ ଲାଜ କରିବା କିମ୍ବା କାନ୍ଦିବା

ସୋମବାରରୁ ଶ୍ରୀମନ୍ଦିର ବନ୍ଦ, ଭକ୍ତଙ୍କ ଦର୍ଶନ ମନା

ମେଟ୍ରୋ ଟିଭି ଓଡ଼ିଶା,୮/୧: ବଢୁଥିବା କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିବା ଜଗନ୍ନାଥ୍ ମନ୍ଦିର । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୋମବାର ଠାରୁ ବନ୍ଦ ରହିବ । ଭକ୍ତ କୁ ୨୨ ଦିନ ପର୍ଯ୍ୟନ୍ତ ମନ୍ଦିର ମନା । ଏଥିସହ ସର୍ବସାଧାରଣ ଦର୍ଶନ ମନା କରା ଯାଇଛି । ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ