ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୧୬ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ

ଶହୀଦ ମାନଙ୍କୁ ମନେ ପକାଇଲେ ମୋଦୀ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୩ ବର୍ଷ। ଏହି ଅବସରରେ ସାରା ଦେଶ ଆଜି ଏହି ଭୟଙ୍କର ଆକ୍ରମଣରେ ଶହୀଦ ହୋଇଥିବା ସେହି ୪୦ ବୀର ସିଆରପିଏଫ୍‌ ଯବାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶହୀଦଙ୍କ ବଳିଦାନକୁ

ନୂଆ ବିଚାରପତିଙ୍କ ଶପଥ ପାଠ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଓଡିଶା ଉଚ୍ଚ ନ୍ୟାୟାଳୟରେ ଶପଥ ଗ୍ରହଣ କରିଛନ୍ତି ତିନି ନୂଆ ବିଚାରପତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ

ଖୁବ୍‌ ଶୀଘ୍ର ଚାଲୁ ହେବ ନାଗପୁର-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ମୁମ୍ବାଇ ଓ ନାଗପୁର ମଧ୍ୟରେ ଖୁବ୍‌ ଶୀଘ୍ର ଭାରତୀୟ ରେଳବାଇ ବୁଲେଟ୍‌ ଟ୍ରେନ୍‌ ସେବା ଆରମ୍ଭ କରିବ। ସାଧାରଣ ଟ୍ରେନ୍‌ରେ ସମ୍ପ୍ରତି ମୁମ୍ବାଇରୁ ନାଗପୁର ଯାତାୟାତ ପାଇଁ ୧୨ ଘଣ୍ଟା ଲାଗୁଥିବା ବେଳେ ବୁଲେଟ୍‌ ଟ୍ରେନ୍‌ରେ ଲାଗିବ ମାତ୍ର ୩.୫ ଘଣ୍ଟା।

ନିର୍ଜନ ଶୀତୁଆ ରାତିର ଫଟୋ ଭାଇରଲ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଜାପାନର ଏକ ଅତି ମନୋରମ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ସ୍ଥାନୀୟ ତତେୟାମା ପାହାଡ଼ର ଏହି ମନମୁଗ୍ଧକର ଫଟୋ ଉଠାଇଛନ୍ତି। ଏହି ଫଟୋରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ସହରର ଚିକ୍‌ମିକ୍‌ ଆଲୋକମାଳା ନଜର

ଜମତାରା ଗ୍ୟାଙ୍ଗର ଦୁଇ ଗିରଫ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨):ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । କେୱାସି ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ

ୟୁକ୍ରେନ ସୀମାରେ ଋଷର ଜୋରଦାର ସମରାଭ୍ୟାସ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨) : ୟୁକ୍ରେନ ସୀମାରେ ଜୋରଦାର ସମରାଭ୍ୟାସ ଚଳାଇଛି ଋଷ ସେନା । ଏଥିରେ ୩୦ ହଜାର ସେନା ଭାଗ ନେଇଛନ୍ତି । ୫୦ରୁ ଅଧିକ ବୋମାବର୍ଷା ବିମାନ ସାମିଲ ହୋଇଛି । ୟୁକ୍ରେନ ମଧ୍ୟ ତୁହାକୁ ତୁହା ଡ୍ରୋନ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ କମାଣ୍ଡୋ ବାହିନୀର

ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ

pic credit-showbiz cheat sheet ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ

ପରଲୋକରେ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା

ମେଟ୍ରୋ ଟିଭି ଓଡିଶା,୧୨/୨ : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା । ଆଜି ଭୋର ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ୧୯୮୦ରୁ

ସୂର୍ଯ୍ୟ ଅସ୍ଥ ହେଉନଥିବା ଦେଶ : ନରୱେ

ମେଟ୍ରୋ ଟିଭି ଓଡିଶା,୧୨/୨ : ଲଣ୍ଡନ ରୋମ, ଭେନିସ, ଓ ବର୍ଲିନ ସମେତ ୟୁରୋପରେ ଅନେକ ଦେଶ ଅଛି ଯାହାକି ସୁନ୍ଦରତାରେ ପରିପୂର୍ଣ୍ଣ । କିନ୍ତୁ ଏହି ସହରମାନଙ୍କ ଭିତରେ ଉତ୍ତର ୟୁରୋପରେ ଏମିତି ଏକ ଦେଶ ଅଛି ଯାହାକି ସୁନ୍ଦରତା ଓ ମନ ମୁଗ୍ଧକର ପରିବେଶର ଗନ୍ତାଘର। ଏହି ଦେଶକୁ ଅଦ୍ୱିତୀୟ ଦେଶ