ଗୋଟେ କ୍ଲିକ୍ କରି ପାଆନ୍ତୁ ୧ଲକ୍ଷ ଟଙ୍କା

ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ଯଦି ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦରକାର ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଗୁଗଲ୍ ପେ’ ଜରିଆରେ ଏବେ ଆପଣ ସହଜରେ ୧ଲକ୍ଷ ଟଙ୍କାର ଋଣ ପାଇପାରିବେ। ଯଦି ଆପଣ ଗୁଗୁଲ୍ ପେ’ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଭଲ ଟଙ୍କା

କଂଗ୍ରେସକୁ ବଡ଼ ଝଟ୍‌କା ଇସ୍ତଫା ଦେଲେ ଅଶ୍ୱନୀ

ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ଗୋଟିଏ ପରେ ଗୋଟିଏ କଂଗ୍ରେସକୁବଡ଼ ଝଟ୍‌କା ଲାଗୁଛି। ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ଅଶ୍ୱନୀ

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ

ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ରାତ୍ରି ରହଣୀ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସନ୍ଧ୍ୟା ୫ଟାରୁ ୫ଟା ୪୫ମିନିଟ୍ ମଧ୍ୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା

କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ଚିଠି

ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପ୍ରଥମ ଚିଠିରେ ୨୦୧୮ରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ସଂଲଗ୍ନ କରି ପଠାଯାଇଛି । ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି

ପ୍ରଚାରରେ ଅନୁଭବ ଅଲୋଡ଼ା, ବର୍ଷାଙ୍କୁ ଗୁରୁତ୍ୱ

ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ବିଜେଡି ପାଇଁ ଏବେ ଅଭିନେତା ଅନୁଭବ ମହାନ୍ତି ଅଲୋଡ଼ା ହୋଇଯାଇଛନ୍ତି। ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଅନୁଭବଙ୍କୁ ଆଦୌ ସାମିଲ କରାଯାଇନାହିଁ। ଅପରପକ୍ଷରେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଗୁରୁତ୍ୱ ଦେବା ଆରମ୍ଭ

ଉଡ଼ନ୍ତା ବିମାନରେ ସାପ,ଯାତ୍ରୀ ଆତଙ୍କିତ

ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ଫ୍ଲାଇଟ୍‌ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର

ୟୁକ୍ରେନକୁ ଆମେରିକାର ଚେତାବନୀ

ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର

ଆଜି ବିଶ୍ୱ ପାଳୁଛି ପ୍ରେମ ଦିବସ 

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଆଜି ପ୍ରେମୀ ଯୁଗଳଙ୍କ ପାଇଁ ବଡ଼ ଦିନ । ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିବେ ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ