ଚିପ୍ସ ପ୍ୟାକେଟକୁ ଶାଢି ଭଳି ପିନ୍ଧି ଭାଇରାଲ ହେଲେ ମହିଳା
ମେଟ୍ରୋ ଟିଭି ଓଡିଶା,୧୧/୨ : ଫିଲ୍ମ ଦେଖିବା ସମୟରେ ଆମକୁ ନିଶ୍ଚିତ ଭାବରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ସେହି ସମୟରେ ଆଳୁ ଚିପ୍ସ ହେଉ କିମ୍ବା ଚଟପଟା ଜିନିଷ ହେଉ ତାର ମଜା ଅଲଗା ହୋଇଥାଏ । ଏହା କାହାକୁ ବା ନାପସନ୍ଦ। ଅନେକ ଲୋକ ବେଶ ମଜାରେ ଏହାକୁ ଖାଇଥାନ୍ତି। ପ୍ରାୟତଃ ଆଳୁ!-->!-->!-->…