ପୁଣି ପରଦାରେ ଆସିବ ଶକ୍ତିମାନ

https://www.instagram.com/p/CZ01DRMM1fU/?utm_source=ig_web_copy_link pic credit-sonypicsfilmsin ମେଟ୍ରୋ ଟିଭି ଓଡିଶା,୧୨/୨ : ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କ ପ୍ରିୟ ପସନ୍ଦ ଶୋ ମନେଥିବ। ୯୦ଦଶକରେ ଘରେ

ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ କିଣିଲା କେକେଆର

ମେଟ୍ରୋ ଟିଭି ଓଡିଶା,୧୨/୨ : ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି ।ପୂର୍ବଥର

ମମିତା ମେହେର ହତ୍ୟାକାଣ୍ଡ ମାମଲା

ମେଟ୍ରୋ ଟିଭି ଓଡିଶା,୧୨/୨ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତାତି ଉଠିଥିଲା । ମୁଖ୍ୟ ଅଭୁଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ ଯାଇ କୋର୍ଟ ଚାଲଣ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ଏହି ଘଟଣାରେ

ଆଇପିଏଲ ନିଲାମୀ: ପଞ୍ଜାବ କିଣିଲା ଧାୱନଙ୍କୁ ଓ ଅଶ୍ୱୀନଙ୍କୁ ରାଜସ୍ଥାନ ରୟାଲ୍ସ

ମେଟ୍ରୋ ଟିଭି ଓଡିଶା,୧୨/୨ : ଆରମ୍ଭ ହୋଇଛି ଆଇପିଏଲ ନିଲାମୀ । ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଏକାଦଶ ପଞ୍ଜାବ । ୮ କୋଟି ୨୫ ଲକ୍ଷ୍ୟ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି । pic credit-CAଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ

ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମେଟ୍ରୋ ଟିଭି ଓଡିଶା,୧୨/୨ : ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ସେ ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରରେ ସମୀକ୍ଷା ବୈଠକ । ସୂଚନା ଅନୁଯାୟୀ, ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ

ପୃଥିବୀ ଭଳି ନୂଆ ଗ୍ରହ ଠାବ

ମେଟ୍ରୋ ଟିଭି ଓଡିଶା,୧୨/୨ : ଆମ ମହାକାଶରେ ରହିଛି ବିଭିନ୍ନ ଗ୍ରହ ଉପଗ୍ରହ । ଏହି ସବୁ ଗ୍ରହ ନକ୍ଷତ୍ରରେ ସାଧରଣ ଜନଜୀବନ ବସବାସ କରିବା ସମ୍ଭବ ପର ନୁହେ । ଏଥିପାଇ କେବଳ ପୃଥିବୀ ଏକମାତ୍ର ଗ୍ରହ ଯେଉଠି ଲୋକ ମାନେ ବାସ କରନ୍ତି । କିନ୍ତୁ ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶରେ

ଚାଲିଛି ଆଇପିଏଲର ମେଗା ନିଲାମ

ମେଟ୍ରୋ ଟିଭି ଓଡିଶା,୧୨/୨ : ଆଜି ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୨ ସଂସ୍କରଣ ପାଇଁ ଦୁଇ ଦିନ ଧରି ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଆୟୋଜିତ ହେବ । ନିଲାମୀରେ ସାମିଲ ହେବେ ମୋଟ୍ ୫୯୦ ଖେଳାଳି । ଏଥିରେ ଅଛନ୍ତି ୩୭୦ ଜଣ ଘରୋଇ ଏବଂ ୨୨୦ ବିଦେଶୀ ଖେଳାଳି । ପୁଣି

ସେୟାର ମାର୍କେଟରେ ୩ମାସ ଯାଏ କାରବାର କରିପାରିବେନି ଅନିଲ ଅମ୍ବାନୀ

ମେଟ୍ରୋ ଟିଭି ଓଡିଶା,୧୨/୨ : ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ବଡ ଝଟକା । ସେବି ଅନିଲ ଅମ୍ବାନୀଙ୍କ ଉପରେ କଟକଣା ଜାରି କରିଛି । ରିପୋର୍ଟ ଅନୁସାରେ, ସେବି ଅନିଲ ଓ ତାଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ବିରୋଧରେ ଠକେଇ ଅଭିଯୋଗ ପାଇଥିଲା । ତେଣୁ ଉଭୟଙ୍କ

ଏନ୍ ଚନ୍ଦ୍ରଶେଖର ହେଲେ ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍‌

ମେଟ୍ରୋ ଟିଭି ଓଡିଶା,୧୨/୨ : ନଟରାଜ ଚନ୍ଦ୍ରଶେଖର ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍ ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ବୋର୍ଡ ଅଫ୍ ଟାଟା ସନ୍ସ ଲିମିଟେଡ୍ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କୁହାଯାଇଛି ଯେ, ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ

ଥରିଲା ଉତ୍ତରାଖଣ୍ଡ ରିକ୍ଟର ସ୍କେଲରେ ୪.୧ ରେର୍କଡ

ମେଟ୍ରୋ ଟିଭି ଓଡିଶା,୧୨/୨ : ପ୍ରକୃତି ତାର କରାଳ ରୂପକୁ କେତେ ବେଳେ କେଉଁଠି ଦେଖାଏ ତାର ସଠିକ ଉତ୍ତର କହିବା ସମ୍ଭବପର ନୁହେଁ । ସେହିପରି ହୋଇଛି ଉତ୍ତରାଖଣ୍ଡରେ । ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍କା । ରିକ୍ଟର ସ୍କେଲରେ ୪.୧ ତିବ୍ରତା ରେକର୍ଡ ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ