କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’: ନୂଆ ପ୍ରାଣଶକ୍ତି ପ୍ରଦାନ କରିବ

କଂଗ୍ରେସର ଲୋକଙ୍କ ସହ ସଂପର୍କ ଅଭିଯାନ ‘ଭାରତ ଯୋ‌ଡ଼ୋ ଯାତ୍ରା’ ଦଳରେ ନୂତନ ପ୍ରାଣଶକ୍ତି ଭରିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି କଂଗ୍ରେସ ନେତା  ରାହୁଲ୍‌ ଗାନ୍ଧୀ କନ୍ୟାକୁମାରୀରୁ ପଦଯାତ୍ରାର ଦ୍ବିତୀୟ ଦିବସ ଆରମ୍ଭ କରିବା ଅବସରରେ ସୋନିଆ ଗାନ୍ଧୀ ଏଭଳି

‘କର୍ତ୍ତବ୍ୟ ପଥ’ ଉଦଘାଟନ ସହ ନେତାଜୀଙ୍କ ପ୍ରତିମର୍ତ୍ତି ଅନାବରଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ

ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ାଉ

ପୁଣି ଟିଏମସି ପାଇଁ ବିପଦ । ଜଣକ ପର ଜଣେ ନେତାଙ୍କ ଘରେ ସିିବିଆଇ ଚଢ଼ାଉ କରିବାରେ ଲାଗିଛି । ମମତା ବାନାର୍ଜୀ ‘ସିବିଆଇ’ ପଶ୍ଚିମବଙ୍ଗ ରାଜ୍ୟର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି। ଅନେକ ଥର ସମନ୍‌ ଜାରି କରାଯିବା ସତ୍ତ୍ବେ ମଳୟ ଘଟକ ‘ସିବିଆଇ’ରେ

ଭାରତ-ବାଂଲାଦେଶ ୭ ଏମ୍‌ଓୟୁ ସ୍ବାକ୍ଷର

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସାକ୍ଷତ କରିବା ସହ ଦୁଇଦେଶ ମଧ୍ୟରେ ଏମୟୁ ସ୍ବାକ୍ଷର ହୋଇଛି । ଉଭୟ ମୋଦୀ ଏବଂ ହାସିନା ଆଜି ହାଇଦ୍ରାବାଦ ହାଉସ୍‌ରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ୭ଟି ଏମ୍‌ଓୟୁ

ସମବାୟ ନୀତି ପାଇଁ ଜାତୀୟସ୍ତରୀୟ କମିଟି ଘୋଷଣା କଲେ ଶାହ

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଜାତୀୟ ସମବାୟ ନୀତି ଘୋଷଣା କରିଛନ୍ତି । ନୂତନ ସମବାୟ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ବୋଲି କହିଛନ୍ତି ଶାହ । ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି କମିଟି ଦେଶରେ

ପୋଲାଭରମ ମାମଲାରେ ଆପୋଷ ଆଲୋଚନା ଜରୁରୀ: ସୁପ୍ରିମକୋର୍ଟଙ୍କ ପରାମର୍ଶ

ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଚିନ୍ତା ଓ ଆଶଙ୍କାକୁ ଦୂର କରିବା ପାଇଁ ଆପୋସ ଆଲୋଚନା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା, ଆନ୍ଧ୍ରପ୍ରଦେଶ,

ବଦଳିଲେ ପ୍ରଧାନମନ୍ତ୍ରୀ, ନୂଆ ଗୃହ ସଚିବ ହେଲେ ଭାରତୀୟ ବଂଶୋଦ୍ଭୋବ

ଇଂଲଣ୍ଡ୍‌ର ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଗୃହ ସଚିବ ଭାବେ ଭାରତୀୟ ‌ବଂଶୋଦ୍ଭବା ବାରିଷ୍ଟର୍‌ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ପୂର୍ବରୁ ମଧ୍ୟ ଉପରୋକ୍ତ ପଦବୀରେ ଥିଲେ ପ୍ରୀତି ପଟେଲ୍‌ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବା। ଏହା ପୂର୍ବରୁ

ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିପାରିଲେନି ରଣବୀର ଓ ଆଲିୟା

ଗୋ ମାଂସ ଉପରେ ଅଭିନେତା ରଣବୀର କପୁର ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି । ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ରଣବୀର ଓ ଆଲିଆ ଯାଇଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ୍‌ ଏବଂ ବଜରଙ୍ଗ ଦଳ ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ପ୍ରତିବାଦ ପ୍ରଦର୍ଶନ

ରାଷ୍ଟ୍ରପତି ଭବନରେ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ

୪ ଦିନିଆ ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି, ଭାରତ ଅନୁଭୂତି ସବୁବେଳେ ମନେ ରହିବ । ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବା ହେବ ପ୍ରାଥମିକତା । ଦାରିଦ୍ର୍ୟ ଦୂରୀକରଣ ପାଇଁ

ଶ୍ରୀଲଙ୍କା ସହ ଆଜି ଭାରତର ମୁକାବିଲା

ଏସିଆ କପ୍ ସୁପର-୪ରେ ଆଜି ଭାରତ ପାଇଁ କର ବା ମର ମ୍ୟାଚ୍ । ସଂଧ୍ୟା ସାଢେ ୭ଟାରେ ଶ୍ରୀଲଙ୍କା ସହ ମୁକାବିଲା ରହିଛି । ପ୍ରଥମ ମ୍ୟାଚ୍ ହାରିଥିବାରୁ ଫାଇନାଲ ଦୌଡ଼ରେ ରହିବା ପାଇଁ ହେଲେ ନିଶ୍ଚିତ ବିଜୟ ଆବଶ୍ୟକ । ଭାରତ ପାଇଁ ନିଜର ବୋଲିଂ ବିକଳ୍ପକୁ ସଜାଡ଼ିବା ମୁଖ୍ୟ ଆହ୍ବାନ ହୋଇଛି