ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ

ବିଜେପି ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲି ଫୋଗଟ ମୃତ୍ୟୁ ମାମାଲର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ସୋନାଲିଙ୍କ ଝିଅ । ଗତମାସରେ ଗୋଆରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା । ତେଣୁ ମାମଲାର ତଦନ୍ତ କରୁଛି ଗୋଆ

ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବେହାଲ ସ୍ଥିତି

ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବେହାଲ ସ୍ଥିତି । କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଲଗାତର ଭାବେ ୯ଘଣ୍ଟା ଧରି ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ବୁଡ଼ିଯାଇଛି । ଗୋଟିଏ ସପ୍ତାହରେ ଦ୍ୱିତୀୟଥର ପାଇଁ ସହରରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଦିନକରେ ବର୍ଷାର ପରିମାଣ

୩୫ଟି ସ୍ଥାନରେ ଚଢ଼ାଉ କରୁଛି ଇଡି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମଙ୍ଗଳବାର ୩୫ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନରେ ଇଢ଼ି ଚଢ଼ାଉ ଜାରି ରଖିଛି। ଏହାବ୍ୟତୀତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ୍‌,

ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି । ବ୍ରିଟେନରେ ଶାସନ କରୁଥିବା କଂଜରଭେଟିଭ ଦଳ ର ଭୋଟ ଫଳାଫଳ ପରେ ସେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । https://twitter.com/ANI/status/1566752656127041536 ଟ୍ରସ୍ ଭାରତୀୟ

ପୁଣି ଗିରଫ ହେଲେ କେଆର୍‌କେ

ଫିଟ୍‌ନେସ୍‌ ଟ୍ରେନରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କେଆର୍‌କେଙ୍କୁ ଗିରଫ କରିଛି। ବିବାଦୀୟ ଟ୍ୱିଟ୍‌ ମାମଲାକୁ ନେଇ ଗତ ସପ୍ତାହରେ ସେ ଆଇନ ଜାଲରେ ଫସିଥିଲେ। ଏବେ ପୁଣି ଥରେ ସେ ଆଉ ଏକ ନୂଆ ଅଡୁଆରେ ଫସିଛନ୍ତି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି। ବିବାଦୀୟ

ବିଜେପିର ନୂଆ ପ୍ରଭାରୀ ପହଁଚିଲେ ରାଜ୍ୟ କାର୍ଯ୍ୟାଳୟରେ

ଭୁବନେଶ୍ବର: ବିଜେପି ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଆସି ଭୁବନେଶ୍ବରରେ ପହଁଚିଛନ୍ତି । ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ

ସୋରେନ୍ ସରକାର ଆସ୍ଥା ଭୋଟରେ ବିଜୟୀ

ଆଜି ସୋରେନ୍ ସରକାରର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ସୋରେନଙ୍କ ମେଣ୍ଟ ସରକାର । ୮୧ ବିଧାୟକ ମଧ୍ୟରୁ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡ଼ିଛି । ଭୋଟିଂ ବେଳେ ବିଧାନସଭାରୁ ଓ୍ବାକଆଉଟ୍ କରିଥିଲା ବିଜେପି  । ସେପଟେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ

ସାଇରସ୍‌ ମିସ୍ତ୍ରୀ ସିଟ୍‌ ବେଲ୍ଟ ବାନ୍ଧି ନଥି​‌ଲେ

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ଡିଭାଇଡରରେ ମାଡ ହେବା ପୂର୍ବରୁ ତାଙ୍କର ଲଗଜରୀ କାର ଖୁବ୍ ଦୃତ ଗତିରେ ଚାଲୁଥିଲା। କେବଳ ସେତିକି ନୁହେଁ ସିଟ୍‌ରେ ବସିଥିବା ଦୁଇଜଣ ବ୍ୟକ୍ତି

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଲେ ୪୬ ଶିକ୍ଷକ

ଆଜି ପବିତ୍ର ଗୁରୁ ଦିବସ । ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ ହେଉଛି ସାରା ଭାରତରେ । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ

ଭାରତକୁ ୫ ୱିକେଟ୍‌ରେ ହରାଇଲା ପାକିସ୍ତାନ

ଦୁବାଇରେ ଭାରତକୁ ୫ ୱିକେଟ୍‌ରେ ହରାଇଛି ପାକିସ୍ତାନ । ପାକିସ୍ତାନ ଆଗରେ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିବା ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୧ ରନ୍ କରିଥିଲା