ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ

ମହାରାଣୀ ଏଲିଜାବେଥ (ଦ୍ବିତୀୟ)ଙ୍କ ପରଲୋକ ପରେ ତାଙ୍କ ସମ୍ମାନ ପାଇଁ ଭାରତର ଆଜି ଶୋକ ଦିବସ ପାଳନ କରାଯାଉଛି । ବ୍ରିଟେନ ମହାରାଣୀଙ୍କ ପରଲୋକରେ ତାଙ୍କୁ ଶେଷ ସମ୍ମାନ ଜଣାଇ ଆଜି ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଛି । ରାଷ୍ଟ୍ରପତି ଭବନ ସମେତ ଲାଲ କିଲ୍ଲାରେ

କଟକ ବାଲିଯାତ୍ରା ନଭେମ୍ବର ୮ରୁ ଆରମ୍ଭ ହେବ

କଟକ ବାଲିଯାତ୍ରା ନଭେମ୍ବର ୮ରୁ । ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ କଟକ ବାଲିଯାତ୍ରା ଆୟୋଜିତ ହେବ। ତେବେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ବା ଏନ୍‌ଜିଟିର ନିର୍ଦେଶାବଳୀ ଅନୁଯାୟୀ ଯାତ୍ରା ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ପୂଜା ପୂର୍ବରୁ ପୁଣି ରାଜଧାନୀରେ ଘଟିଛି ହତ୍ୟାକାଣ୍ଡ । ୟୁନିଟ୍‌-୮ରେ ଜଣେ ଯୁବକଙ୍କୁ ରଡ୍‌ରେ ପିଟି, ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ପି. ସୁବ୍ରତ ରାଓ(୩୫) ଓରଫ ଚନ୍ଦୁ । ଗୁରୁତର ଆହତଙ୍କ ନାମ ଭବାନୀ ଶଙ୍କର ବସ୍ତିଆ (୨୮) ଓରଫ ଭିଥଲ । ନିଶା କାରବାରକୁ କେନ୍ଦ୍ର

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଦୁଇ କେନ୍ଦ୍ର ମନ୍ତ୍ରୀ ପହଞ୍ଚିଛନ୍ତି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପ୍ରାମାଣିକ ପହଞ୍ଚି କେନ୍ଦ୍ରାପଡ଼ା ଅଭିମୁଖେ

୨ଠ୨୫ ସୁଦ୍ଧା ଟିବି ଦୂରୀକରଣ ଲକ୍ଷ୍ୟ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜନସ୍ୱାର୍ଥ ଦୃଷ୍ଟିରୁ କୌଣସି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲେ ତାହାର ସଫଳତା ସମ୍ଭାବନା ବହୁଗୁଣିତ ହୋଇଥାଏ । ସମ୍ମାନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୁଦ୍ଧକାଳୀନ ଭିତ୍ତିରେ ଜନଭାଗୀଦାରିତା ଉତ୍ସାହ ନେଇ ଟିବି ଦୂର କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା

୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ଘନଘନ ବୈଠକ

୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ଏବେ ନିଦରୁ ଉଠିଛି । 2019 ନିର୍ବାଚନ ପରେ ଲଗାତର ହାରିବା ପରେ ଦଳ ଏବେ ପୁଣି ଲଢ଼େଇ କରିବା ପାଇଁ ମଇଦାନ ଖୋଜୁଛି । ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଗସ୍ତରେ ଏକାବେଳେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସିଥିବା ବେଳେ, ରାଜ୍ୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା ଭଦ୍ରା ଗାନ୍ଧୀ

ନୂଆ ଦିଲ୍ଲୀ: କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରାରେ ଏବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭାଇ ରାହୁଲ ଗାନ୍ଧିଙ୍କ ସହ ଯାତ୍ରା କରିବେ ବୋଲି ଜଣାପଡିଛି । ଆଜି ଭାରତ ଯୋଡୋ ଯାତ୍ରା କେରଳରେ ପହଁଚିଛି । ପ୍ରିୟଙ୍କା କେଉଁ

ମହିଳା ଫୁଟବଲ ବିଶ୍ୱକପର ଲୋଗୋ ଉନ୍ମୋଚିତ

୧୭ ବର୍ଷରୁ କମ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଶ୍ୱକପ ଟ୍ରଫିର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କିକ୍ ଅଫ୍ ଦ ଡ୍ରିମ କାର୍ଯ୍ୟକ୍ରମରେ ଏହି ଲୋଗୋ ଓ ଟ୍ରଫି

ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରଶାସନିକ ଆକ୍ସନ୍

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରଶାସନିକ ଆକ୍ସନ୍। ଯେଉଁ ରେଷ୍ଟୁରାଣ୍ଟରେ ସୋନାଲିଙ୍କ ସହ ଅନୈତିକ କାରନାମା ଘଟିଥିଲା ତାକୁ ଗୋଆ ସରକାର ଆଜି ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୋଆର ଅଞ୍ଜୁନା ଠାରେ ଥିବା ବିବାଦୀୟ

ସୁବର୍ଣ୍ଣ ଜୟନ୍ତୀ ପାଳିବ ଶାନ୍ତିସ୍ତୂପ ଧଉଳି

ସୁବର୍ଣ୍ଣ ଜୟନ୍ତୀ ପାଳିବ ଶାନ୍ତିସ୍ତୂପ ଧଉଳି । ସେଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୯୭୨ରେ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୂପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ଲାଗି ଶାନ୍ତିସ୍ତୂପର ସୁବର୍ଣ୍ଣ