ସିରିଆ ଉପରେ ଋଷର ଆକ୍ରମଣ

ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କହିରଖୁ କି, ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ-

ଆଜି ୩ଟି ସଂସଦୀୟ କ୍ଷେତ୍ରରେ ସାଂଗଠନିକ ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ୫ ଜଣ କେନ୍ଦ୍ର ମନ୍ତ୍ରୀ । ବିଜେପିର ମିଶନ୍-୨୦୨୪କୁ ସଫଳ କରିବାକୁ ତିନି କେନ୍ଦ୍ର ମନ୍ତ୍ରୀ ତିନୋଟି ସଂସଦୀୟ କ୍ଷେତ୍ରରେ ଦଳର ସାଙ୍ଗଠନିକ ସମୀକ୍ଷା କରିବେ । ଭୁବନେଶ୍ୱରରେ ପହଞ୍ଚି ସାରିିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର

ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ

ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ ହୋଇଛି । ଡ୍ରଗ୍ସ ଇନସପେକ୍ଟର ମାନଙ୍କ ଦ୍ୱାରା ଏହି ଚଢାଉ ଜାରି ରହିଛି । ସାରା ଓଡ଼ିଶାରେ ଏବେ ଏହି ଚଢାଉ କରାଯାଇଛି । ପୂର୍ବରୁ କଟକର ବିଭିନ୍ନ ମେଡିସିନ୍ ଷ୍ଟୋର ଗୁଡିକରେ ଚଢାଉ କରାଯାଇଥିଲା । ଏବେ ରାଜଧାନୀର ବିଭିନ୍ନ ଷ୍ଟୋର

ଇଣ୍ତିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚ ମୂର୍ତ୍ତି ଅନାବରଣ କରିଛନ୍ତି । ଏହାପରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିଥିଲେ।

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ପରଲୋକରେ ବିଶ୍ବନେତାଙ୍କ ଶୋକ ପ୍ରକାଶ

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟଣା ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶ୍ବ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସୁଛି ବର୍ଷା

ଲଘୁଚାପ ପାଇଁ ପୁଣି ବର୍ଷା ହେବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ, ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ଚାନ୍ଦିପୁର ଆଇଟିଆରରୁ ୬ଟି ଫ୍ଲାଇଟ୍ ଟେଷ୍ଟର ସଫଳ ପରୀକ୍ଷଣ

ଡିଆରଡିଓ ଏବଂ ଭାରତୀୟ ସେନା ଓଡ଼ିଶା ଉପକୂଳବର୍ତ୍ତୀ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍) ଚାନ୍ଦିପୁରରୁ କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମର ୬ ଟି ଫ୍ଲାଇଟ୍-ଟେଷ୍ଟ ସଫଳତାର ସହ ସମାପ୍ତ କରିଛନ୍ତି।

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢାଯିବ ବାଲି

ବର୍ଷ ବର୍ଷ ଧରି କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ପୋତିହୋଇ ରହିଛି । ଇଂରେଜମାନେ ୧୨୦ବର୍ଷ ପୂର୍ବେ ଏହି ବାଲି ପୋତିଥିଲେ । ସେତେବେଳେ ମନ୍ଦିରକୁ ବିପଦ ଥିବା କୁହାଯାଉଥିଲା । ଏବେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି । ବ୍ଲାକ ପାଗୋଡାର ସୁରକ୍ଷା ପାଇଁ ଏହା

ପ୍ର ପିଏମ ଶ୍ରୀ ସ୍କୁଲ: ପ୍ରତି ବ୍ଲକରେ ସର୍ବାଧିକ ୨ଟି ସ୍କୁଲ ବିକଶିତ କରାଯିବ

ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ(ପିଏମଶ୍ରୀ) ଯୋଜନାରେ ସାରା ଦେଶରେ ବିକଶିତ ହେବ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୫ ବର୍ଷ

ଏନ୍‌ଆଇଏର ବିହାରରରେ ଜୋରଦାର ଆକ୍ସନ

ଆତଙ୍କବାଦୀ କାର୍ଯ୍ୟକଳାପର ଚେର ଧରିବା ପାଇଁ ବିହାରରେ ଏନଆଇଏ ଚଢ଼ାଉ ଜାରି ରଖିଛି । ଏନଆଇଏ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ବିହାରର ୬ଟି ସହରର ୧୩ ଟି ସ୍ଥାନରେ ଚଢାଉ କରିଛି।