ଅମିତ୍ ଶାହା ଓ ଅରବିନ୍ଦ କେଜ୍ରିୱାଲ ମୁହାଁମୁହିଁ

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଗୁଜରାଟ ଦଖଲ କରିବାକୁ ସବୁ ଦଳ କଲେଣି ପ୍ରସ୍ତୁତି । ଜୋରଦାର କସରତ ଭିତରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଅହମଦାବାଦରେ ପହଞ୍ଚି ବଡ ଘୋଷଣା କରିଛନ୍ତି । ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି ଦଳ ଏକାକୀ ଲଢିବ

ଶ୍ରୀଲିଙ୍ଗରାଜଙ୍କ ରାଜସ୍ୱକୁ ବିଏମ୍‌ସିର କବଜା

ଠାକୁରଙ୍କ ବିଭିନ୍ନ ସୈରାତକୁ ବିଏମ୍‌ସି କବଜା କରି ନେଇଛି । ସେଥିରୁ ମାହାସୁଲ ଆଦାୟ କରି ବିଏମ୍‌ସି ନିଜ ଭଣ୍ଡାର ଭର୍ତ୍ତି କରୁଛି । ଫଳରେ ଶ୍ରୀଲିଙ୍ଗରାଜ ନୀତିକାନ୍ତି ପରିଚାଳନାରେ ଏବେ ଅର୍ଥ ସଂକଟ ଦେଖାଦେଇଛି । ମନ୍ଦିର ଦପ୍ତର କର୍ମଚାରୀମାନେ ଠିକଣା ଭାବେ ପାରିଶ୍ରମିକ ପାଉନାହାନ୍ତି ।

ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ

ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଏହି ମଣ୍ଡପର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ

ରେଳମନ୍ତ୍ରୀ ନେଲେ ଆଶ୍ଚର୍ଯ୍ୟ କରିବା ଭଳି ନିଷ୍ପତ୍ତି

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ବିଭାଗର ଦାୟିତ୍ବ ନେବା ପରେ କେତେକ ନୂଆ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଛି ଯାତ୍ରୀମାନଙ୍କ ହିତ ଲାଗି କିଛି କର୍ମଚାରୀଙ୍କ ଭଲ ଲାଗି ନିଆଯାଇଛି । ଏଥିରୁ କିଛି ନିଷ୍ପତ୍ତି ତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରେଳମନ୍ତ୍ରୀ ନିକଟରେ ଏଭଳି ଏକ

ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ

ଗୋଆରେ କଂଗ୍ରେସକୁ ବଡ ଝଟକା ଲାଗିପାରେ। କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି। ବିଜେପିର ଗୋଆ ପ୍ରଦେଶ ଅଧ୍ୟକ୍ଷ ସଦାନନ୍ଦ ନତାଓ୍ବଡେ ଦାବି କରିଛନ୍ତି ଯେ, କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ସାମିଲ ହେବେ। ଗୋଆ ବିଜେପିର ଦାବି ଏଭଳି ସମୟରେ ଆସିଛି, ଯେତେବେଳେ କଂଗ୍ରେସ

ଦୀର୍ଘ ଦୁଇ ବର୍ଷ ପରେ ଦର୍ଶନ ଦେବେ ଜଗତଜନନୀ

ଦୀର୍ଘ ଦୁଇ ବର୍ଷ ପରେ ଏଥର ମହା ଆଡମ୍ବରରେ ଦର୍ଶନ ଦେବେ ଜଗତଜନନୀ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା ଦୁର୍ଗା । ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ଥର ରାତି ୧୨ ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିବ । ସୋମବାର ମେୟର ସୁଲୋଚନା ଦାସଙ୍କ

ପୁଣି ଏୟାରଷ୍ଟ୍ରାଇକ କଲା ରୁଷ

ୟୁକ୍ରେନ୍‌ର ଖାର୍‌କିଭ୍‌ ଅଞ୍ଚଳରେ ରୁଷ ପୁଣି ସାନି ଏୟାରଷ୍ଟ୍ରାଇକ୍‌ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । କିଛି ଘର ଓ ଭିତ୍ତିଭୂମି ଧ୍ୱଂସ ହୋଇଛି । ଖାର୍‌କିଭ୍‌ରୁ ରୁଷ ସେନା ଛତ୍ରଭଙ୍ଗ ଦେଉଥିବା ରବିବାର ରିପୋର୍ଟ ପ୍ରକାଶ ପାଇଥିଲା ।

କଂଗ୍ରେସର ‘ଆଗ୍‌ ଲଗାଓ ଯାତ୍ରା’

ଆରଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ୟୁନିଫର୍ମ ଭଳି ଦେଖାଯାଉଥିବା ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବା ଏବଂ ଧୂଆଁ ବାହାରୁଥିବାର ଫଟୋକୁ କଂଗ୍ରେସ ଆଜି ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛି। ଉକ୍ତ ଫଟୋ ଟ୍ବିଟ କରି କଂଗ୍ରେସ ଲେଖିଛି ଦେଶକୁ ଘୃଣା ବଳୟରୁ ଏବଂ ବିଜେପି-ଆରଏସ୍‌ଏସ୍‌ର

ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ମିସନ୍‌-୨୦୨୪ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଆସି ସଂଗଠନ ସଜାଡ଼ୁଛନ୍ତି। ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ

ଏକାଧିକ ସ୍ଥାନରେ ସିବିଆଇ ଚଢ଼ଉ

ଜମ୍ମୁ ଓ କଶ୍ମୀର ସବ୍‌-ଇନ୍‌ସ୍‌ପେକ୍ଟର୍‌ ନିଯୁକ୍ତି ମାମଲାରେ ଚାଲିଥିବା ତଦନ୍ତ ଘଟଣାରେ ଆଜି ‘ସିବିଆଇ’ ଉତ୍ତର ପ୍ରଦେଶର ଗାଜିଆବାଦ, ଜମ୍ମୁ, ଶ୍ରୀନଗର, ହରିୟାଣା, ଗୁଜରାଟ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସମେତ ପ୍ରାୟ ୩୩ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ