୩ ବରିଷ୍ଠ ବିଜେପି ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ

ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି ଅଧିକ ଉତ୍ସାହିତ ଥିବା ଜଣାଯାଇଛି। କିଭଳି ଦଳ ପଦ୍ମପୁର ଉପନିର୍ବାଚନରେ ବାଜିମାତ୍ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ, ଦଳ ତିନି ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଥିବା ନେଇ ବିଜେପି ସାଧାରଣ

ବରିଷ୍ଠ ବିଜେପି ନେତା ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ

ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର ଉତ୍ସବରେ ତାଙ୍କୁ

ଦୁଇ ବର୍ଷ ପରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବାଲିଯାତ୍ରା

ଦୁଇ ବର୍ଷ ପରେ ଆଜିଠୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଅଧିକ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଉତ୍ସବ ପାଇଁ

୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ

କଟକ : ବାଲିଯାତ୍ରା ପଡ଼ିଆରେ ୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଦ୍ବାରା ଶହେଟନ୍‌ ବାଲିରେ ‘ବୋଇତ’ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଓ ସୁଶାନ୍ତ ସିଂଙ୍କୁ ପରିଚାଳନା ଦାୟିତ୍ଵ

ଭୁବନେଶ୍ବର: ପଦ୍ମପୁର ଆସନରେ ବିଜେଡି ଜିତିବାକୁ ରଣନୀତି ଆରମ୍ଭ କରିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ ତାକୁ ନେଇ ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ଦଳ ।

ଆଜି କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆଜି ବି ଚନ୍ଦ୍ରଗ୍ରହଣ। ଅଧିକାଂଶ ସ୍ଥାନରେ ଲୋକେ ମଧ୍ୟରାତ୍ରିରୁ ଡଙ୍ଗା ଭସାଣ କରୁଥିବାର ପରିଲକ୍ଷିତ ହୋଇଛି। ଏପରିକି ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା

୧୦% ସଂରକ୍ଷଣ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅଣସଂରକ୍ଷିତ ବର୍ଗର ‘ଆର୍ଥିକ ଅନଗ୍ରସର ବର୍ଗ’ଙ୍କ (ଇଡବ୍ଲୁଏସ୍‌) ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିବା ସମ୍ବିଧାନର ୧୦୩ତମ ସଂଶୋଧନକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ ରଖିଛନ୍ତି। ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ, ବିଚାରପତି ଦିନେଶ ମାହେଶ୍ବରୀ, ଏସ୍. ରବୀନ୍ଦ୍ର ଭଟ୍ଟ,

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି

ଭୁବନେଶ୍ବର: ଆଉ ଦୁଇଦିନ ପରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଏହା ପ୍ରଥମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ସିଂହଦ୍ୱାର ଦେଇ ପ୍ରବେଶ

ସୁକେଶ ଚନ୍ଦ୍ରଶେଖରଙ୍କ ଚିଠୁକୁ ନେଇ ଦିଲ୍ଲୀ ରାଜନୀତି ସରଗରମ

ନୂଆ ଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ଚିଠୁକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ବିନୟ

ହକି ଇଣ୍ଡିଆର ବଡ଼ ଘୋଷଣା କଲେ ଦିଲ୍ଲୀପ ତିର୍କି

ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାକୁ ସବୁ ମହଲରେ ସ୍ବାଗତ