ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ । ଏବେ ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଓଡ଼ିଆ ଛାତ୍ରଛାତ୍ରୀ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ତେବେ ଓଡିଆ ଭାଷାରେ

 ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ

ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ । ଓଡ଼ିଶା ଜୁଡିସିଆଲ୍ ସର୍ଭିସ-୨୦୨୧ ପରୀକ୍ଷା ଫଳ ପ୍ରକାଶ କରିଛି ଓପିଏସସି । ୫୦ ଜଣ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରେ ରହିଛନ୍ତି ୨୮ ଜଣ ମହିଳା । ଅଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ପ୍ରଥମ ୩ଟି

ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି

ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ

ଜ୍ଞାନବାପୀ ମସଜିଦ ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ

ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ। ଏଥିପାଇଁ ଏକ ଖଣ୍ଡପୀଠ ମଧ୍ଯ ଗଠନ ହେବ। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା

ଲଞ୍ଚ ହେଲା ଟ୍ୱିଟରର ଦେୟ ଯୁକ୍ତ ସେବା

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଭାରତରେ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା। କମ୍ପାନୀର ବ୍ଲ୍ୟୁ ସର୍ଭିସ ଗୁରୁବାର ଠାରୁ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ଏହି ସେବାର ଦାମ ୮ ଡଲାର ଥିବା ବେଳେ ଭାରତରେ ଏହା ଅଧିକ ମହଙ୍ଗା

ବାଲି ଯିବେ ପ୍ରଧାନମନ୍ତ୍ରୀ ମୋଦି

ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ବାଲି ଗସ୍ତରେ ଯିବେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ

ଏଏସଓ ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ

ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଫଳାଫଳକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ କରି ଆସୁଥିବା ବେଳେ ଆଜି ଓପିଏସସି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ

ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି

ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି । ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ । ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳରେ ୧୦ ମିନିଟ୍ ବିତାଇବେ ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଆସିଛନ୍ତି । ସେଠାରେ ୧୨ ମିନିଟ୍ ରହିବେ । ପୁରାତନ

ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ଏହା ଜାରି ରହିବ । ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିଭଳି ୨୧ ନଭେମ୍ବର ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଗୁଜରାଟ ବିଧାନସଭା ନିର୍ବାଚନ

ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ଏହାପରେ ୮ ତାରିଖରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ତେବେ ଏନେଇ ଗତ ୪ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ବସିଥିଲା । ଉକ୍ତ