Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
Browsing Category
Opinion
Who particularly share information about others
ଆଜି ବିଜେଡି ଛାଡିଥିଲେ,ବିଜେପିରେ ସାମିଲ ହେଲେ ଅରିନ୍ଦମ ରାୟ
ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ଅରିନ୍ଦମ ରାୟ । କହିଲେ, ବିଜେପି ତାଙ୍କ ଘରେ ଜାଗା ଦେଇଥିବାରୁ ଧନ୍ୟବାଦ । ବିଜେପି ପାଇଁ ମୁଁ ପାରୁ ପର୍ଯ୍ୟନ୍ତ କାମ କରିବି । ବିକଶିତ ଓଡିଶାକୁ ଆଗକୁ ନେବାକୁ ଚେଷ୍ଟା କରିବି । ମୋଦୀଙ୍କ ଦ୍ୱାରା ସମସ୍ତେ ପ୍ରଭାବିତ । ଦେଶ ବିଦେଶରେ…
ପୁଣି ପଥ ଉତ୍ସବ
ପୁଣି ପଥ ଉତ୍ସବ ଆୟୋଜିତ ହୋଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ପଥ ଉତ୍ସବ। ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିଥିଲା। ଆଜିର କାର୍ଯ୍ୟକ୍ରମରେ ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ରାପର ବିଗ୍ଡିଲଙ୍କ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ…
ସନାତନ ଧର୍ମକୁ ନେଇ ବଢୁୁଥିବା ବିବାଦ
କଂଗ୍ରେସକୁ ଚୁପ୍ ରହିବାକୁ ଦଳର ଶୀର୍ଷ ନେତାମାନେ ଦେଲେ ପରାମର୍ଶ
କାର୍ଗିଲ ବିଜୟ: ବୀରତ୍ୱ ଓ ସାହାସର ପ୍ରଦର୍ଶନ
ଜୁଲାଇ 26 ତାରିଖ, ଭାରତୀୟ ଇତିହାସରେ ସ୍ମରଣୀୟ ଦିନ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ପ୍ରଦର୍ଶନ କରି ଦେଶ ପାଇଁ ଆଣିଥିଲେ ଗୈାରବ। କାରଗିଲ ପାହାଡ଼ ଷଡ଼ଯନ୍ତ୍ର କରି ଅକ୍ତିଆର କରିବାକୁ ଚାହୁଁଥିଲା ପାକିସ୍ତାନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି…
ବିଶ୍ୱ ମାତୃ ଦିବସ
ଆଜି ମାତୃ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ମନେପକାଉଛି ବିଶ୍ବ । ସୋସିଆଲ ମିଡିଆରେ ଏନେଇ କେତେ କବିତା କେତ ଗପ କେତେ ଚର୍ଚା ହେଉଛି । ମାଆଠୁ ବଳି ନିଜର ଦୁନିଆରେ କିଛି ବି ନାହିଁ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଥିଲେ ସେ…
ଟଙ୍କଧରଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର, ଦୀପାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ କରିବେ ପ୍ରଚାର
ଝାରସୁଗୁଡ଼ା: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ । ଆସନ୍ତା କାଲି ପ୍ରଚାର ସରୁଛି । 10 ରେ ଭୋଟ ଗ୍ରହଣ ହେବ । କୋଲାବିରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାର ସଭା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟଙ୍କଧରଙ୍କ ପାଇଁ ଭୋଟ ମାଗିବା ସହ ନରେନ୍ଦ୍ର…
ମୋଦୀଙ୍କ ଆଗରେ ନିଜ ପଣତକାନି ପତେଇ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ମହିଳା ହିରାବାଈବେନ୍ ଇବ୍ରାହିମ୍ଭାଇ ଲୋବି
‘ମୋ ପ୍ରିୟ ନରେନ୍ଦ୍ର ଭାଇ ! ଆପଣ ଆମର ଝୋଲି ଭରି ଦେଇଛନ୍ତି । କେହି ବି ଆମ ଦୁଃଖ ବୁଝୁନଥିଲେ, କେହି ଆମ ବିଷୟରେ ଚିନ୍ତା କରୁନଥିଲେ, ଆମକୁ ପରିଚୟ ଦେବାକୁ ଚେଷ୍ଟା କରିନଥିଲେ ହେଲେ ଆପଣ ଆସିବା ପରେ ଆମକୁ ପରିଚୟ ମିଳିଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍’ Iନିଜର ନିରନ୍ତର, ନିଃସ୍ୱାର୍ଥପର…
ତୃତୀୟ ସାମ୍ମୁଖ୍ୟ ନେଇ ବିରୋଧୀ ବିଭାଜିତ
ମେଂଟକୁ ନେଇ ଫାଟ । ତୃତୀୟ ସାମ୍ମୁଖ୍ୟ ଚର୍ଚା ଉପରେ ବିରାମ ଲାଗିଛି । ଏବେ ଗୋଟିଏ ପରେ ଅନ୍ୟ ଦଳ ମଧ୍ୟ ତୃତୀୟ ସାମ୍ମୁଖ୍ୟ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ଗୋଟିଏ ପରେ…
ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା
ମଦ ଘୋଟାଲା ମାମଲାରେ ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି । ଦୀର୍ଘ ୮ ଘଣ୍ଟାର ଜେରା ପରେ ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନ ତିଅାର କରିଥିବା ବେଳେ ପ୍ରଶ୍ନର ଉତ୍ତର…