ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ଜଣେ ପୋଲିସ ହାବିଲଦାର ସସପେଣ୍ଡ

ପୁରୀ ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ଯାହାକୁ ନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା କିପରି ଘଟିଲା ତାର ତଦନ୍ତ ଚାଲିଛି । ଏଥିସହିତ ଆହାତ ହୋଇଥିବା

ନଭେମ୍ବର ୧୪ ରେ ଯୁକ୍ତ ଦୁଇ ଫର୍ମ ପୂରଣ

ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ଆସନ୍ତା ୧୪ରୁ ୧୯ ତାରିଖ ମଧ୍ୟରେ ସମସ୍ତ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ । ବୁଧବାର ଜଷ୍ଟିସ ୟୁୟୁ ଲଳିତ ଅବସର ନେବେ । ତେବେ ଆଜିର ଏହି ଶେଷ ଦିନରେ ମୋଟ ୬ଟି ବଡ ମାମଲାରେ ନିଷ୍ପତ୍ତି ଶୁଣାଇବେ ଜଷ୍ଟିସ ୟୁୟୁ ଲଳିତ । ତାଙ୍କର ଅବସର ପରେ ବରିଷ୍ଠ ବିଚାରପତି ୱାଇଭି

ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ଆର୍ଥିକ ଭାବେ ଦୁର୍ବଳ ବର୍ଗର ଲୋକଙ୍କୁ ମିଳୁଥିବା ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଅଦାଲତ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ପ୍ରତିଶତ ସଂରକ୍ଷଣକୁ ବୈଧ୍ୟ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ଵାଧୀନ

ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ । ସମାଜବାଦୀ ପାର୍ଟି କୁ ସମସ୍ତ ବିରୋଧୀ ଦଳ ସାହାର୍ଯ୍ୟ କରିଥିଲେ ମଧ୍ୟ ପରାଜିତ କରିପାରିନାହାଁନ୍ତି । ବିଜେପିର ବିଜୟ ସମେତ ସମସ୍ତ ବିରୋଧୀ ଦଳଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ବିଜେପିର ଏହି ବିଜୟ

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ

ଧାମନଗର: ମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟ ଲାଭ କରିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନରେ ପ୍ରାୟ ୯୮୮୧ ଭୋଟରେ  ବିଜୟ ଲାଭ କରିଛନ୍ତି। ଧାମନଗରବାସୀ ସୂର୍ଯ୍ୟବଂଶୀ ସୂରଜକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଥିସହ ଭାରତୀୟ ଜନତା ପାର୍ଟି ନିଜ

ଶିବସେନା ବିରୋଧରେ ନେଇଥିବା ନିଷ୍ପତ୍ତି ଠିକ୍ କହିଲେ ଫଡନବୀସ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ରାଜନୀତିକୁ ନେଇ ଏକ ମଜାଳିଆ ଉତ୍ତର ରଖିଛନ୍ତି । ପୂର୍ବରୁ ଉଦ୍ଧବ ଠାକରେ, ବିଜେପି ସହ ବିଶ୍ୱାସଘାତକତା କରିଥିବାରୁ ଏବେ ସେ ଯାହା କରିଛନ୍ତି ସେଥିରେ କିଛି ଭୁଲ ନାହିଁ । ରାଜ୍ୟବାସୀ ଯେଉଁ ଜନମତ ଦେଇଥିଲେ ଉଦ୍ଧବ ଠାକରେ

ହିମାଚଳ ଜିତିବା ପାଇଁ ବିଜେପି ଜାରିକଲା ସଂକଳ୍ପ ପତ୍ର

ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ବି ସଂକଳ୍ପପତ୍ର ଜାରି କରିଛି । ବିଜେପି ତାର ସଂକଳ୍ପପତ୍ରରେ ପୁଣି ସରକାର ଗଠନ କଲେ କଣ କଣ କରିବ ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛି । ଏହି ସଂକଳ୍ପ ପତ୍ର ଘରେ ଘରେ ପହଁଚାଇବା ପାଇଁ ବିଜେପି ଘୋଷଣା

ବିଜୟପଥେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ୧୪ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ

ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ଧାମନଗର ଉପନିର୍ବାଚନରେ ଫଳାଫଳ ଘୋଷଣା ଜାରି ରହିଛି । ମୋଟ ୧୪ଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମରୁ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । ୧୪ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଦୁଷ୍କର୍ମ ଅଭିଯୋଗରେ ଗିରଫ

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ ହୋଇଛନ୍ତି। ବିଶ୍ବକପ୍ ଖେଳିବାକୁ ଯାଇଥିବା ଏହି ଖେଳାଳିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ପାଇଁ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ନଭେମ୍ବର ୨ ରେ ହୋଟେଲରେ ଜଣେ ମହିଳାଙ୍କ ଉପରେ ଯୌନ