କୌଣାର୍କରେ ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବାରେ ସରକାର ଏବଂ ମନ୍ଦିର ପ୍ରଶାସନ ବିଫଳ

ପର୍ଯ୍ୟଟନର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୌଣାର୍କରେ ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବାରେ ସରକାର ଏବଂ ମନ୍ଦିର ପ୍ରଶାସନ ବିଫଳ ହୋଇଛନ୍ତି । ଏପରିକି ମନ୍ଦିର ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକମାନଙ୍କୁ ଟିକେଟ୍ ମିଳୁନାହିଁ । ଟିକେଟ୍ କାଉଣ୍ଟରରେ ଟିକେଟ୍

୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପରୀକ୍ଷା ଓ ନାମଲେଖାରେ ହେବ ପରିବର୍ତ୍ତନ

ଏଣିକି ଜେଇଇ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖାରେ ପରିବର୍ତ୍ତନ କରାଯିବ । କେଉଁ ପଦ୍ଧତିରେ ନାମଲେଖା ହେବ ତାହା ସ୍ଥିର ହୋଇନଥିଲେ ବି ସର୍ବଭାରତୀୟସ୍ତରରେ ଇଞ୍ଜିନିୟରିଂ

ପ୍ରଦୂଷଣ ବଳୟ ଭିତରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ ସହର

ଧିରେ ଧିରେ ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ଦେଶରେ ବିଭିନ୍ନ ସହରରେ ବାୟୁରମାନ ଖରାପ ହେବାରେ ଲାଗିଛି । କେବଳ ଦିଲ୍ଲୀ ନୁହେଁ ଦେଶର ୧୩୨ ସହରରରେ ବାୟୁର ମାନ ଖରାପ ରହିଛି । ଏହି ତାଲିରେ ଓଡ଼ିଶାର ୭ ଟି ସହର ରହିଛି । ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା

ଲିଭରପୁଲ୍‌ ଏଫ୍‌ସି କିଣିବେ ମୁକେଶ ଅମ୍ବାନୀ

ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଇଂଲିଶ୍‌ ପ୍ରିମିୟର ଲିଗ୍‌ ଦଳ ଲିଭରପୁଲ୍‌ ଏଫ୍‌ସିକୁ କିଣିବାକୁ ମନ ବଳାଇଛନ୍ତି । ସେ ଇତିମଧ୍ୟରେ ଲିଭରପୁଲ୍‌ ଏଫ୍‌ସି କ୍ଲବ୍‌ ବିଷୟରେ ପଚରାଉଚୁରା କରିବା ସହ ଏହାକୁ କିଣିବା ନେଇ ଯୋଜନା କରୁଥିବା ଇଂଲଣ୍ଡର

ବାଲିରେ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲି ଦ୍ବୀପକୁ ଆଜି ଯାତ୍ରା କରିବେ।ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌

ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ,ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ

ନଭେମ୍ବର ୧୫ ରେ ଝାଡ଼ଖଣ୍ଡରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ । ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା । ଶ୍ରୀ ମୁଣ୍ଡା କହିଛନ୍ତି ଯେ,

ପଦ୍ମପୁର ଉପନିର୍ବାଚନ; କିଏ ଜିତିବ ବାଜି

ବରଗଡ଼ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବ ବିଜେପି । ଏନଇ ବିଜେପିର ତୁଙ୍ଗ ନେତାମାନେ ପଦ୍ମପୁରରେ ଡେରା ପକାଇଲେଣି । ଦଳୀୟ ନେତା, କର୍ମୀ ମହଲରେ ଏବେ ବିଜୟ ପାଇଁ ରଣନୀତି ଚାଲିଛି । କଂଗ୍ରେସ ଦଳ ପୂର୍ବତନ ବିଧାୟକ

ଅଡୁଆରେ ଡ. ବିକାଶ ଦିବ୍ୟକୀର୍ତ୍ତି

ଲୋକପ୍ରିୟ ୟୁପିଏସସି କୋଚିଙ୍ଗ ସେଣ୍ଟର ‘ଦୃଷ୍ଟି’ର ପ୍ରତିଷ୍ଠାତା ତଥା ମାଲିକ ବିକାଶ ଦିବ୍ୟକୀର୍ତ୍ତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ଏହାସହ #BanDrishtiIAS ଟ୍ରେଣ୍ଡ ହେଉଛି ।ଭାଇରାଲ ହୋଇଥିବା ଭିଡିଓରେ ଡ.

ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ

ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ ଧାମନଗର ଭଳି