ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଳୀରେ କିପରି ହେବ କାମ? ସରକାରୀ କାର୍ଯ୍ୟ ଠାରୁ ଯେଉଁ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ ତାହା ଏବେ କିପରି କାର୍ଯ୍ୟକାରୀ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଡେପୁଟି ସିଏମ୍ ମନୀଷ ସିସୋଡିଆ ଗିରଫ ହେବା ପରେ ସବୁଠାରୁ ଚର୍ଚ୍ଚା ହେଉଛି…

ଗୁଳିମାଡ଼ରେ ଢାବା ମାଲିକ ମୃତ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଗ୍ରାମର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ରମେଶ ଚାତମ୍ବା। ଗୁରୁତର ଆହତ ତାଙ୍କ ସହଯୋଗୀଙ୍କ ନାଁ ରାମ…

ଆଜି ମିଳିବ ପିଏମ୍ କିଷାନର ୧୩ତମ କିସ୍ତି

ପିଏମ୍ କିଷାନ  ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ପ୍ରତ୍ୟେକ କୃଷକଙ୍କୁ ୨୦୦୦…

ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ

ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ  ସକାଳ ୭ଟାରୁ ଭୋଟ ଗ୍ରହଣ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉଭୟ ରାଜ୍ୟର ବିଧାନସଭା ଆସନ ୬୦ ଲେଖାଏଁ ହୋଇଥିବାବେଳେ ୫୯ଟି ଲେଖାଏଁ ଆସନ…

ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା

ମଦ ଘୋଟାଲା ମାମଲାରେ  ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି । ଦୀର୍ଘ ୮ ଘଣ୍ଟାର ଜେରା ପରେ  ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନ ତିଅାର କରିଥିବା ବେଳେ ପ୍ରଶ୍ନର ଉତ୍ତର…

ବିରୋଧୀମାନେ ଏକଜୁଟ ହେଲେ ‘ବିଜେପି’ ହାରିବ : ନୀତୀଶ କୁମାର

ପୁର୍ଣ୍ଣିଆ: ବିରୋଧୀମାନଙ୍କୁ ଏକଜୁଟ କରି ‘ବିଜେପି’କୁ ଆସନଚ୍ୟୁତ କରିବା ପାଇଁ ଆହ୍ବାନ ଦେଇଛନ୍ତି ନୀତିଶ କୁମାର । ବିଜେପିକୁ ଶାସନରୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଏହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବି। ସମଗ୍ର ଦେଶରୁ ‘ବିଜେପି’ ମୂଳପୋଛ ହେବା ଆବଶ୍ୟକ। କଂଗ୍ରେସ ସମତେ…

କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ  । ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଆପଣଙ୍କ ମନର କ୍ଷମତା ଜାଣନ୍ତି। ସେହିଭଳି, ସମାଜର କ୍ଷମତା ସହିତ କେମିତି ଦେଶର କ୍ଷମତା ବୃଦ୍ଧି ପାଏ ‘ମନ୍‌ କୀ ବାତ୍‌’ର ବିଭିନ୍ନ ସଂସ୍କରଣରେ ଆମେ…

ବ୍ୟାଙ୍କ୍ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

 କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ଅଚନ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ( ବ୍ୟାଙ୍କ୍‌ ସୁରକ୍ଷାକର୍ମୀ) ଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।  ଅଞ୍ଚଳର ବାସିନ୍ଦା ସଞ୍ଜୟ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ଥିଲେ। ଆହତ ଅବସ୍ଥାରେ…

ଯୁବ ସଂଗମ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ପହଁଚିଲେ ସିକ୍କିମ ପ୍ରତିନିଧି

ଏକ ଭାରତ ଶ୍ରେଷ୍ଠ ଭାରତ - ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ସିକ୍କିମ ଏନଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ ଜଣ ଅଧ୍ୟାପକ/କର୍ମଚାରୀ ଏକ ସପ୍ତାହବ୍ୟାପୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନଙ୍କୁ ରାଉରକେଲା ଏନଆଇଟି ପକ୍ଷରୁ ସ୍ୱାଗତ କରାଯାଇଛି। ଯୁବ ସଂଗମ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା…

ଅପରାଧୀଙ୍କୁ ମାଟିରେ ମିଶାଇ ଦେବୁ : ଯୋଗୀ

ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ଦୃର୍ବୃତ୍ତମାନେ ହତ୍ୟା କରିଛନ୍ତି ।  ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ହଟ୍ଟଗୋଳ ହୋଇଛି ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ମାଫିଆଙ୍କ…