୫-ଟି କ’ଣ? : ଜୟନାରାୟଣ

ଗତ କିଛି ଦିନ ଧରି ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନବ ଦାସଙ୍କ ହତ୍ୟା ପରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ତାଙ୍କର ବକ୍ତବ୍ୟ ରାଜ୍ୟ ସରକାରଙ୍କୁ ଅସୁବିଧାରେ ପକାଉଛି । ମୁଖ୍ୟମନ୍ତ୍ରୀ ଏବଂ ଫାଇଭ ଟି ସଚିବଙ୍କୁ ଏଥର ଟାର୍ଗେଟ କରିଛନ୍ତି…

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ଭାରତ – ଅଷ୍ଟ୍ରେଲିଆ ଫାଇନାଲ୍‌

ଶେଷରେ ଭାରତକୁ ଭାଗ୍ୟ ସାଥ ଦେଇଛି । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କା ହାରିବା ପରେ ଭାରତକୁ ଫାଇଦା ମିଳିଛି । ଚତୁର୍ଥ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କିନ୍ତୁ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ…

ଓଡ଼ିଶାରେ ବନାଗ୍ନି ଦେଶରେ ସର୍ବାଧିକ

ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ  ସାକ୍ଷାକ କରି  ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ…

ଭାରତୀୟ ରେଳ ଏହାର ମିଶନ୍ ଶତ ପ୍ରତିଶତ ବିଦ୍ୟୁତିକରଣ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି

ଭାରତୀୟ ରେଳ ବିଶ୍ୱର ସର୍ବବୃହତ ସବୁଜ ରେଳପଥ ହେବା ପାଇଁ ଏକ ମିଶନ ମୋଡରେ କାର୍ଯ୍ୟ କରୁଛି ଏବଂ 2030 ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି। ନିକଟରେ ଉତ୍ତରପ୍ରଦେଶରେ ବିଦ୍ୟୁତିକରଣ ସମାପ୍ତ ହେବା ପରେ ଭାରତୀୟ ରେଳ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଭାରତୀୟ ରେଳ…

ସିଙ୍ଗାପୁର- ଭାରତ ହକାଥନ୍ 2023 ଉଭୟ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ସିଙ୍ଗାପୁରର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କ ସହ ସିଙ୍ଗାପୁର - ଭାରତ ହକାଥନ୍ 2023 ଲୋକାର୍ପଣ କରିଛନ୍ତିI ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି…

ଜଙ୍ଗଲ ନିଆଁ: ୧୭୪୬ଟି ସ୍ଥାନରେ ବନାଗ୍ନି

ଭୁବନେଶ୍ବର:  ଜଙ୍ଗଲ ଜଳୁଛି । ହେଲେ ନିଘା କାହାର ନାହିଁ । କିଛି ଦିନ ଧରି ଏହି ଖବର ପ୍ରତିଦିନ ବାହାରୁଛି । କିନ୍ତୁ କିପରି ଲିଭାଯିବ ସେନେଇ କିଛି ଉତ୍ତର କାହା ପାଖରେ ନାହିଁ । କେଉଁଠି ୭ଦିନ ହେଲା ଜଙ୍ଗଲ ଜଳୁଛି ତ ଆଉ କେଉଁଠି ୪ଦିନ। ଶିମିଳିପାଳରୁ ଚନ୍ଦକା-ଡମପଡ଼ା ହେଉ ଅଥବା ସୁନାବେଡ଼ାରୁ…

‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ ବର୍ଗରେ ‘ଓସ୍କାର୍‌’ ବିଜୟୀ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି…

ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ

ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡିିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ କରିବାକୁ…

ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ

ମମିତା ମେହେର ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ । ଏନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ମାମଲାର…

‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌

ଚଣ୍ଡୀଗଡ଼: ଚଳିତ ମାସ ଶେଷ ଭାଗରେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି। ରୂପନଗର ଜିଲ୍ଲା ଅନ୍ତର୍ଗତ…