ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଜଳୁଛି ନିଆଁ
ଇସଲାମାବାଦ: ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା । ଇମ୍ରାନଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଉଛନ୍ତି । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥକଙ୍କ ଦ୍ବାରା ପୋଡ଼ାଜଳା ଓ ହିଂସା ପାଇଁ ସାଧାରଣ ଲୋକଙ୍କ ଜୀବନ ଯାଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ…