Entertainment ଦି କେରଳ ଷ୍ଟୋରୀକୁ କରମୁକ୍ତ ଘୋଷଣା କଲେ ଯୋଗୀ Metro TV May 9, 2023 ଲକ୍ଷ୍ନୈା: ଦି କେରଳ ଷ୍ଟୋରିକୁ ନେଇ ବଲିଉଡ ଦିଫାଳ ହୋଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଗତକାଲି ପଶ୍ଚିମବଂଗରେ ଏହି ଫିଲ୍ମକୁ ବ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।…
Odisha ତିନି ମାଓବାଦୀ ନିହତ Metro TV May 9, 2023 ଭୁବନେଶ୍ବର: ଗତ କିଛି ଦିନ ଧରି ମାଓ ଅପରେସନ ଜୋରଦାର ହୋଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଥିବା…
National ବିହାର ଭବନ ହେବ, ଓଡ଼ିଶାରେ ମେଂଟ ନେଇ ଆଲୋଚନା ହୋଇନି: ନବୀନ Metro TV May 9, 2023 ଭୁବନେଶ୍ବର: ବହୁ ଚର୍ଚା, ଆଲୋଚନା ହେବା ପରେ ଶେଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ନୀତିଶ ଭେଟିବା ସହ ଏକ ଘଂଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି। ତେବେ କଣ ଆଲୋଚନା ହୋଇଛି ତାକୁ ନେଇ ଏବେ…
World ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ Metro TV May 9, 2023 ଏକ ବର୍ଷ ଧରି ଇମ୍ରାନ ଖାନକୁ ଗିରଫ କରିବା ପାଇଁ ଚାଲିଥିବା ଯୋଜନା ସଫଳ ହୋଇଛି । ବିଭିନ୍ନ ମାମଲାରେ ଫସି କୋର୍ଟରୁ ବେଲ ଆଣି ଆଗୁଆ ନିର୍ବାଚନ ପାଇଁ ଆନ୍ଦୋଳନ କରୁଥିବା ଇମ୍ରାନ ଖାନଙ୍କୁ ଶେଷରେ ଗିରଫ କରାଯାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ମାମଲାରେ…
Odisha ମହିଳା ନିଖୋଜ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆଶାଜନକ ନୁହେଁ ! Metro TV May 9, 2023 ଭୁବନେଶ୍ବର: ଏନସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ହୋଇଛନ୍ତି । ଏସବୁ ମହିଳା ଏବେ କେଉଁଠି? କଣ କରୁଛନ୍ତି?ସେମାନଙ୍କ ଜୀବନ କିପରି ବିିତୁଛି? କେଉଁଠି ନିର୍ଯାତନାର ଶିକାର ହେଉଛନ୍ତି ? ଏହାର ଉତ୍ତର କାହା ପାଖରେ ନାହିଁ । ହଜାର ହଜାର…
Odisha ଲଘୁଚାପ -ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା Metro TV May 9, 2023 ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ବାତ୍ୟାର ରୂପ ନେଇପାରେ ଅବପାତ । ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା । ତେବେ ଏହା ଓଡ଼ିଶା ପାଇଁ…
National କହୁ କହୁ କହିଦେଲେ କଂଗ୍ରେସର ଭିତିରି କଥା Metro TV May 8, 2023 ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ନେଇ କଣ ସବୁ ଚାଲିଛି ତାହା ଅନେକ ସମୟରେ ଆଲୋଚନା ହୋଇଛି । ନେତୃତ୍ବ କନ୍ଦଳ କଂଗ୍ରେସର ପୁରୁଣା କଥା । ମୁଖିଆ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦୈାଡ଼ ସଦାବେଳେ ଲାଗିରହିଛି । ଏହାରି ଭିତରେ କଂଗ୍ରେସର ଏସବୁ ଗହନ କଥା ଉପରୁ ପରଦା ହଟାଇଛନ୍ତି ବରିଷ୍ଠ କଂଗ୍ରେସ…
Odisha Metro TV May 8, 2023 ନୂଆଦିଲ୍ଲୀ: ସାମ୍ଭାବ୍ୟ ବାତ୍ୟା ଓଡ଼ିଶା ପାଇଁ ବିପଦ ଆଣିବ ନାହିଁ । ଏହାର ଗତିପଥ ଓଡ଼ିଶା ନଥିବା କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଭୀଷଣ…
Entertainment ଦି କେରଳ ଷ୍ଟୋରିକୁ ପ୍ରଶଂସା କଲେ ଶବାନା ଆଜମି Metro TV May 8, 2023 ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ଦି କେରଳ ଷ୍ଟୋରିକୁ ନେଇ ସୋସିଆଲ ମିଡିଆ ଏବେ ଦିଫାଳ । କିଏ କହୁଛି ଫିଲ୍ମକୁ ବ୍ୟାନ କର ତ କିଏ କହୁଛି ଫିଲ୍ମ ସତ୍ୟକୁ ଉଜାଗର କରିଛି । ଦୁଇ ଦିନ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। କିଛି କଳାକାର ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି…
National ଘର ଉପରେ ଖସିଲା ମିଗ୍-୨୧ ଲଢୁଆ ଜେଟ୍ Metro TV May 8, 2023 ଜୟପୁର: ମୃତ୍ୟୁ କେତେବେଳେ ଆସିବ, କିପରି ଆସିବ, ତାହା କହିବା ଅସମ୍ଭବ । ରାଜସ୍ଥାନର ହନୁମାନଗଡ଼ରେ ଏପରି ଏକ ଘଟଣା ଘଟିଛି ଯାହା ଏଭଳି ସୂଚାଇଛି । ଘରେ ଭିତରେ ଥିବା ଲୋକଙ୍କ ଉପରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍-୨୧’ ଲଢୁଆ ବିମାନ ଖସିପଡ଼ିବାରୁ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଘରେ…