ଇମ୍ରାନ ଖାନଙ୍କୁ ଆଶ୍ବସ୍ତି: ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍
ଇସଲାମବାଦ: ଇମ୍ରାନ ଖାନଙ୍କୁ ଆଶ୍ବସ୍ତି ମିିଳିଛି ଇସଲାମବାଦ ହାଇକୋର୍ଟରୁ । ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍ । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋସାଖାନା ମାମଲାରେ ସ୍ଥଗିତାଦେଶ ଜାରି କରିଥିବା…